ନୟାଗଡ (ବିରୋ ) ଦଶପଲ୍ଲା ର ଏକ ମାତ୍ର ପର୍ଯ୍ୟଟନ ସ୍ଥଳୀ କୁଆଁ ରିଆ ମୃଗ ବିହାର ରେ ଗୋଟିଏ ପରେ ଗୋଟିଏ ମୃଗ ମୃତ୍ୟୁ ବରଣ କରିବା ଘଟଣା ପରିବେଶ ତଥା ପଶୁ ପ୍ରେମୀ ମାନଙ୍କ ମଧ୍ୟରେ ଚିନ୍ତା ଓ ଉଦବେଗ ର କାରଣ ହୋଇ ପଡିଲାଣି l ବୃକ୍ଷ ବିନା ଶ୍ରୀହୀନ ମୃଗ ବିହାର ର ମୃଗ ମାନଙ୍କୁ ବାହାର୍ ରୁ ଖାଦ୍ୟ ଆଣି ଦୁଇ ଓଳା ଦିଆ ଯାଉଚି ସତ ମାତ୍ର ସେମାନଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ମୃଗ ମୃତ୍ୟୁ ପରେ ମୃଗ ମୃତ୍ୟୁ ପାଇଁ ଉତ୍ତର ଦାୟିତ୍ଵ କାହାକୁ ଦିଆ ଯାଉ ନ ଥିବାରୁ ଏଭଲି ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲି ଥିବା ସାଧାରଣ ରେ ଚର୍ଚା ହେଉଛି l ମୃଗ ମାନଙ୍କ ମଧ୍ୟରେ ପାରସ୍ପରିକ ସଂଘର୍ଷ କାରଣ ରୁ ଅନେକ୍ ସମୟରେ ମୃଗ ମୃତ୍ୟୁ ବରଣ କରୁଥିବା ର କୁହଯାଉଥିଲେ ହେଁ ସେମାନଙ୍କ ସୁରକ୍ଷା ଦାୟିତ୍ବ କାହାର ବୋଲି ବୁଦ୍ଧିଜିବି ମହଲ ରେ ପ୍ରଶ୍ନ ଉଠିଲାଣି lଉତ୍ତର କିଏ ଦେବ ଆଉ ବିଭାଗୀୟ ବଡ ବାବୁ ମାନେ ମୃଗ ବିହାର ର ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ପାଇଁ କି ପଦକ୍ଷେପ ନେଉଛନ୍ତି ତାକୁ ଜାଣିବା ପାଇଁ ଅପେକ୍ଷା ରହିଛି l ତତ଼ସହିତ ମୃଗ ବିହାର ର ପୂର୍ବ ଗୌରବ ଫେରାଇ ଆଣିବା ସହିତ ଏହାର୍ ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ନିମନ୍ତେ ମତ ପ୍ରକାଶ ପାଉଛି l