ନିତ୍ୟ ବ୍ୟବହାର୍ଯ୍ୟ ଉପଭୋକ୍ତା ସାମଗ୍ରୀ ର ହୋଲସେଲ ଡିପୋ ସହିତ ୧୧ଟି ଷ୍ଟୋର ଵିଭିନ ବ୍ଲକ ମାନଙ୍କ ରେ ଆଜି ଖୋଲା ଯାଇ ଏହାର ଶୁଭାରମ୍ଭ କରାଯାଇଛି ଏଥିରେ ରଖାଯାଇଥିବା ବିଭିନ୍ନ ଜିନିଷ (ଏସ ଏଚ ଜି) ମାନଙ୍କ ଦ୍ଵାରା ତିଆରି ହୋଇଥିବା ନିଜସ୍ଵ ସାମଗ୍ରୀ ଆଳି ବ୍ଲକର ତାରିଣୀ ଏବଂ ମାର୍ଶାଘାଇ ର ଥିବା ମୁକ୍ତଶୋର ଏସ ଏଚ ଜି ଭାଗ ନେଇଥିଲେ ଏହା କୁ kendrapara ଜିଲ୍ଲାପାଳ ଅମ୍ରିତ ଋତୁରାଜ ଉଦଘାଟନ କରି ଥିବା ବେଳେ DPC-- Kailash Chandra Senapati ଏବଂ ପିଇଡି -ରାଜେନ୍ଦ୍ର କୁମାର ପଣ୍ଡା ଓ Chairman ଡେରାବିଶ ଯୋଗଦେଇଥିଲେ ଭୁବନେଶ୍ବର ରୁ ପ୍ରମୋଦ କୁମାର ପରିଡ଼ା ଙ୍କ ରିପୋର୍ଟ ସଂଘର୍ଷ ଟିଭି
(F -M- C- G ) Hub (Fast Moving Consumer Good)
By: SANGHARSA TV
0