//BREAKING//
Loading...

ଆସିକାର ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ସାହୁ(ଲିଟୁ )ଙ୍କ ପରଲୋକ


ଆସିକାର ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ସାହୁଙ୍କ ପରଲୋକ ହୋଇଯାଇଛି. କିଛି ଦିନ ଧରି ସେ ଅସୁସ୍ଥ ଥିଲେ. ଆସିକା ବଜାର ସାହି ବାସ ଭବନରେ ତାଙ୍କର ମୃତ୍ୟୁ ଘଟିଛି.ଜଣେ ମେଳାପୀ ମିଷ୍ଟଭାଷୀ, ସରଳ ମଣିଷ ଭାବେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ. ନିର୍ଭିକ ଭାବେ ସେ ଆସିକା ଅଂଚଳରେ ବେଶ ପରିଚିତ ଥିଲେ. ମୃତ୍ୟୁ ବେଳକୁ ତାଙ୍କୁ 55ବର୍ଷ ବୟସ ହୋଇଥିଲା. ସଚୋଟ ସାମ୍ବାଦିକତା ପାଇଁ ସେ ସମସ୍ତଙ୍କ ପାଖରେ ପ୍ରିୟ ପାତ୍ର ହୋଇ ପାରିଥିଲେ. ଏହି ଖବର ଶୁଣିଲା ପରେ ଆସିକା ଅଂଚଳରେ ଶୋକର ଛାୟା ଖେଳିଯାଇଛି. ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଭିନ୍ନ ମହଲରୁ ବିଭିନ୍ନ ବର୍ଗର ଲୋକ ପହଂଚି ଥିଲେ.

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe