//BREAKING//
Loading...

ଆସିକା ଏନ୍‌ଏସି ପକ୍ଷରୁ ପଳିଥ୍ନ୍ ଓଅପମିଶ୍ରିତ ଜଳଖୁଆ ଦୋକାନ ଉପରେ ଚଢ଼ାଉ


ଆସିକା,୨୧୭ (ଆନିସ): ଆସିକା ସହରରେ ଦୀର୍ଘଦିନ ହେଲା ସ୍ଵଚ୍ଛ ଭାରତ ଆଇନ୍ ଆଖ୍ ଆଗରେ ରଖି ପଲିଥୁନ ଓ ଅପମିଶ୍ରିତ ଖାଦ୍ୟ ବହୁ ଦୋକାନରେ
ଚାଲିଥିବା ବିରୋଧରେ ଅଭିଯୋଗକୁ କେନ୍ଦ୍ରକରି ଆଜି ଆସିକା ଏନ୍. ଏ. ସି କାର୍ଯ୍ୟ ନିର୍ବାହ ଅଧିକାରୀ ଲୋକନାଥ କ୍ ନେତୃତ୍ୱରେ ଏକ ସ୍ଵତନ୍ତ୍ର ସ୍କୁଆର୍ଡ ଅଚାନକ ସହରର ବିଭିନ୍ନ ଜଳଖୁଆ ରେ ପଲିଥୁନ
ବ୍ୟବହାର କରୁଥିବା ଦୋକାନ ମାନଙ୍କରେ ଚଢାଉ ବେଳେ ବିଭିନ୍ନ ଦୋକାନରୁ ବହୁ ପରିମାଣର ପଲିଥୁନଜବତ କରି ଦୋକାନୀ ମାନଙ୍କ ଠାରୁ ୧୧ ହାଜର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଅନ୍ୟ
ପଟରେ ଆସିକା ଏନ୍‌ଏସି ଓ ଗ୍ରାମାଞ୍ଚଳ ପଲିଥୁନି ଅପମିଶ୍ରିତଜଳଖିଆ ଦୋକାନରେ ଗ୍ରାହକ ମାନଙ୍କୁ ବାସି ଖାଦ୍ୟ ଯଥା ଦୋଷା, ତରକାରୀ, ଖଟା,ଚଟଣୀ,ଚୈମିନ, ସୋପୁ ସାଙ୍ଗକୁ ବିଭିନ୍ନ ମିଠା ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା ।
ଏହି ଭଳି ଏକ ଜଳନ୍ତ ଉଦାହରଣ ଗଞ୍ଜାମ ଜିଲ୍ଲାର କୁକୁଡ଼ା ଖଣ୍ଡି ଗ୍ରାମର ଅଜୟ ସ୍ୱାଇଁ ତାଙ୍କ ପାରିବାର ସହ ସନ୍ଧ୍ୟାରେ ଏକ ହୋଟେଲରେ ଅପମିଶ୍ରିତ ଓ ବାସି
ଖାଦ୍ୟରେ ତିଆରି ଦୋସା ସହ ତରକାରୀ ଓ ମିଠା ଖାଇଥିଲେ । ଏହି ଘଟଣା
ବିରୋଧରେ ଆସିକା ଚେକିଙ୍ଗି ସ୍କୁଆର୍ଡ ଜଣାଇ ଥିଲେ । ସହରର ଏହି ଭଳି
ଅନେକ ଦୋକାନରେ ଅପମିଶ୍ରିତ ଖାଦ୍ୟ ବିକା ଯାଉଥିବା ନେଇ ଗ୍ରାହକ ମାନଙ୍କ ଅଭିଯୋଗ ନେଇ ବିଭିନ୍ନ ପତ୍ରପତ୍ରିକାରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ନାମକୁ ମାତ୍ର ବର୍ଷରେ ଗୋଟିଏ ଥର ସ୍ଵତନ୍ତ୍ର ୱାର୍ଡ
ଚେକିଙ୍ଗ କରି ନୀରବ ରହିଯାଉଛି । ଏହି ଖାଦ୍ୟର ମାନ ଯାଞ୍ଚ କରିବାକୁ ଜିଲ୍ଲାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିୟମ କୁ ତଦନ୍ତ ଅଧିକାର ଥିଲେ ମଧ୍ୟ କୌଣସି କାର୍ଯକରୁ ନାହାନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe