ରମାନାକୁପୁଲି ଛକ ଠାରେ ମାଓ ପୋଷ୍ଟର।
ବିଷମ କଟକ (୨୪/୮) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟୁରାଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ମୁନିଗୁଡା ଥାନା ଅନ୍ତର୍ଗତ ରମଣାକୁପୁଲି ଛକ ନିକଟରେ ଥିବା ଲାଲ ଖାନ କୁସୁଳିଆ ଛିକେନ ସେଣ୍ଟର ରେ ମାଓ ପୋଷ୍ଟର ଲାଗିଛି। ଏହି ପୋଷ୍ଟର ନିରଧୋସ ବ୍ୟକତିବିଶେଷଙ୍କୁ ବାଟ ଘାଟ ରେ ଉଟାଇ ନେଇ ମାର ପିଟ କରିବା ସହ ଜେଲ ଦଣ୍ଡ ଦେବା ଲୋକ ମାନ ଙ୍କୁ ଜେଲ ରୁ ମୁକତ କରିବା ପାଇଁ ଉଲ୍ଲେଖ ରହିଛି। ଯଦି ସେମାନଙ୍କୁ ନ ଛାଡ଼ ଗଲେ ଏଥିରେ ସେହି ତିନି (୩) ସୁନାମ ଧନ୍ୟ ବିଜେଡି ନେତା ଶ୍ରୀ ଜଗନ୍ନାଥ ସାରକ, ଶ୍ରୀ ସୁଧୀର ଦାସ ଓ ଶ୍ରୀ ନାକେଡି ଭାସ୍କର ରାଓ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି। ଏହି ପୋଷ୍ଟର ରେ ସିପିଇମ୍ ବିଜି ଏ ନ ଦିଭିଜନଳ କମିଟି ପକ୍ଷରୁ ଦାବି କରାଯାଇଛି।ରାୟଗଡ଼ାରୁ ଆଶୁତୋଷ କୁମାର ପଟ୍ଟନାୟକ