1500 ରୁ ଅଧିକ ଲୋକଙ୍କର ଲକ୍ଷାଧିକ ଟଙ୍କା ର ଠକେଇ ମାମଲା....
ଅନିଲ ସାହୁ ନାମକ ଜଣେ ବ୍ୟକ୍ତି ଲୋକଙ୍କର ଲକ୍ଷାଧିକ ଟଙ୍କା ହଡପ କରିଛି, ଭୁବନେଶ୍ୱର ର ଜାଗସାରା ରେ ଏକ କମ୍ପାନୀ କରି ସେ ଆଉ ତାର ବାପା ଓ ଭଉଣୀ ସହିତ ମିଶି ଲୋକଙ୍କୁ ମିଛ ସତ କହି ଲୋକଙ୍କୁ କାମ ଦବ ବୋଲି କହି ଟଙ୍କା ଆଦାୟ କରୁଥିଲା,ସେ ଟଙ୍କା ସିକ୍ଯୁରିଟି ବାବଦ କୁ ରହିବ ବୋଲି କହୁଥିଲା, ହେଲେ ଦୁଃଖ ର ବିଷୟ କାହାରି କୁ କିଛି କାମ ଦେଲାନି କି ପଇସା ବି ଫେରେଇଲାନି, ସେ ନେଇ ଇନ୍ଫୋଭ୍ୟାଲି ଥାନା ର ଦ୍ୱାରସ୍ଥ ହେଲୁ, କିନ୍ତୁ ଇନ୍ଫୋଭ୍ୟାଲି କୌଣସି ପଦକ୍ଷେପ ନେଲା ନାହିଁ, ଅନିଲ ସାହୁ ଏବଂ ତାର ପରିବାର ଖୋଲା ରେ ବୁଲିଲେ, ସମସ୍ତେ ନିରାଶ ହେବା ପରେ ଜିଲ୍ଲା ଆରକ୍ଷୀ ଙ୍କ କାର୍ଯ୍ୟାଳୟ କୁ ଯିବା ପରେ ମୁଖ୍ୟ ଆସାମୀ ଅନିଲ ସାହୁ ଗତ 9 ତାରିଖ ରେ ଖୋର୍ଦ୍ଧା ସଦର ଥାନା ଆରେଷ୍ଟ କରିଛନ୍ତି, ହେଲେ ତାର ଭଉଣୀ ଓ ବାପା ବାହାରେ ବୁଲୁଛନ୍ତି, ଅନ୍ୟ ଲୋକଙ୍କ ମଧ୍ୟରେ ଝଗଡା କ୍ରିଏଟ କରୁଛନ୍ତି, ତାପଙ୍ଗ ଏରିଆ ରୁ 5,00,000 ପାଞ୍ଚଲକ୍ଷ, ନିରାକାରପୁର ରୁ 50,000 ପଚାଶ ହଜାର, ନୟାଗଡ ରୁ 2,00,000 ଦୁଇଲକ୍ଷ, ବନମାଳୀ ପୁରରୁ 20,000, ଜଗତସିଂହପୁର ର (ନାଉଗାଁ, ଜାମ୍ମୁ ଦଣ୍ଡା)ରୁ 5,00,000(ପାଞ୍ଚ ଲକ୍ଷ )ଟଙ୍କା, ଇନ୍ଫଫୋଭ୍ୟାଲି ରୁ 1,00,000(ଏକ ଲକ୍ଷ )ଟଙ୍କା, ପୁରୀ ଡେଲାଙ୍ଗ ରୁ 80,000(ଅଶି ହଜାର )ଟଙ୍କା ଉଠାଇଥିଲା
ପ୍ରଶାସନ ଉଚିତ ତଦନ୍ତ କରିଲେ ଗରିବ ଗୁରୁବା, ଏବଂ SST ଲୋକ ମାନେ ଉପକୃତ ହୋଇପାରନ୍ତେ