//BREAKING//
Loading...

ବିଜେଡି କୁ ବଦନାମ୍ ପାଇଁ ଚାଲିଛି କି ଯୋଜନାବଦ୍ଧ ଷଡ଼ଯନ୍ତ୍ର ?

ଆଜି ବିଜେଡ଼ି ର ପଦ ପଦବୀ ରେ ରହିବାର ମୂଳ ମନ୍ତ୍ର ହେଉଛି
ତମେ ଯେତେ ପାରୁଛ ଲୁଟ୍ କର, ପାହାଡ ପର୍ବତ ଗିଳିଦିଅ
ସରକାରୀ ରାଜସ୍ବ ହରିଲୁଟ୍ କର,ଫାଇନ୍ ହେଲେ ଫାଙ୍କିଦିଅ,ତମର କେହି କିଛି କରିପାରିବେ ନାହିଁ। ଲୁଟ୍ ଟଙ୍କା ତମର ଅଧେ ଆମର ଅଧେ..........
କୋଟି କୋଟି ଟଙ୍କାର ଫାଇନ୍ ହେଲା ପରେ ବି ରାଜସ୍ବ ଫାଙ୍କିଥିବା ଏ ମନୋଜ ସାମଲ ନଚେତ୍ ମୂଖ୍ୟମନ୍ତ୍ରୀ, ସଚିବ, ବିଜେଡି ର ଛାୟା ସଂଚାଳକ, ବିଧାୟକ, ମନ୍ତ୍ରୀ ଏବଂ ନବୀନ ନିବାସ ଭିତରେ ଅବାଧରେ ପ୍ରବେଶ କରୁଛି କେମିତି ? ଏ ଅଭେଦ୍ୟ ଦୃଗ ଭିତରକୁ କିଏ ୟାକୁ ପ୍ରବେଶ କରାଉଛି ? ଅଭୟ ବାଣୀ ଦେଉଛି କିଏ ? ବିଜେଡି କୁ ବଦନାମ୍ ପାଇଁ ଚାଲିଛି କି ଯୋଜନାବଦ୍ଧ ଷଡ଼ଯନ୍ତ୍ର ? 

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe