//BREAKING//
Loading...

ଆସିକା LIC ଅଫିସ ଠାରେ ଵୀମା ସସ୍ତାହ ପାଳନ


ଆସିକା LIC ଅଫିସ ଠାରେ ବିମା ସସ୍ତାହ ପାଳନ


ଆସିକା-୭/୯(ମନୋଜ କୁମାର ସାହୁ) ଆସିକା LIC ଅଫିସ ଠାରେ ବିମା ସସ୍ତାହ ପାଳନ କରାଯାଇଛି।ଭାରତୀୟ ଜୀବନ ବୀମା କୁ 1956 ମସିହା ସେପ୍ଟେମ୍ବର 1 ତାରିଖ ରେ ଜାତୀୟ କାରଣ କରାଯାଇଥିଲା ଇତି ମଧ୍ୟରେ ଜୀବନ ବୀମା 67 ତମ ଜନ୍ମଦିନ ପାଳନ କରାଯାଇଛି ଏହି ଦିନ 67 ବର୍ଷ ଯାତ୍ରା ରେ ଭାରତୀୟ ଜୀବନ ବୀମା ନିଗମ କ୍ଷେତ୍ରରେ ସବୁ ବେଳେ ଅପ୍ରତିଦ୍ଵନ୍ଦୀ ଭାବେ ନିଜକୁ ପ୍ରତିଷ୍ଠା କରିଛି ଓ ଭାରତୀୟ ଅଥନିତି କୁ ସୁଦୃଢ କରି ଗଢିତୋଳିଛି ଏହି ଅବସରରେ ଆସିକା ସାଖାର ପରିଚାଳକ ଶ୍ରୀ ସଜ୍ଞୀବ କୁମାର ରଥ କର୍ପୋରେଟ ପତକା କୁ ଉତୋଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ LIC ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେଶରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା ସାଖା ପରିଚାଳକ ତାଙ୍କ ଅଭିଭାଷଣରେ ସମସ୍ତ ପଲିସି ଧାରକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା

ଆସିକା LIC ଅଫିସ ଠାରେ ବିମୀ ସସ୍ତାହ ପାଳନ କରାଯାଇଛି=========....==ଭାରତୀୟ ଜୀବନ ବୀମା କୁ 1956 ମସିହା ସେପ୍ଟେମ୍ବର 1 ତାରିଖ ରେ ଜାତୀୟ କାରଣ କରାଯାଇଥିଲା ଇତି ମଧ୍ୟରେ ଜୀବନ ବୀମା 67 ତମ ଜନ୍ମଦିନ ପାଳନ କରାଯାଇଛି ଏହି ଦିନ 67 ବର୍ଷ ଯାତ୍ରା ରେ ଭାରତୀୟ ଜୀବନ ବୀମା ନିଗମ କ୍ଷେତ୍ରରେ ସବୁ ବେଳେ ଅପ୍ରତିଦ୍ଵନ୍ଦୀ ଭାବେ ନିଜକୁ ପ୍ରତିଷ୍ଠା କରିଛି ଓ ଭାରତୀୟ ଅଥନିତି କୁ ସୁଦୃଢ କରି ଗଢିତୋଳିଛି ଏହି ଅବସରରେ ଆସିକା ସାଖାର ପରିଚାଳକ ଶ୍ରୀ ସଜ୍ଞୀବ କୁମାର ରଥ କର୍ପୋରେଟ ପତକା କୁ ଉତୋଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ LIC ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେଶରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା ସାଖା ପରିଚାଳକ ତାଙ୍କ ଅଭିଭାଷଣରେ ସମସ୍ତ ପଲିସି ଧାରକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କରାଯାଇଛିଭାରତୀୟ ଜୀବନ ବୀମା କୁ 1956 ମସିହା ସେପ୍ଟେମ୍ବର 1 ତାରିଖ ରେ ଜାତୀୟ କାରଣ କରାଯାଇଥିଲା ଇତି ମଧ୍ୟରେ ଜୀବନ ବୀମା 67 ତମ ଜନ୍ମଦିନ ପାଳନ କରାଯାଇଛି ଏହି ଦିନ 67 ବର୍ଷ ଯାତ୍ରା ରେ ଭାରତୀୟ ଜୀବନ ବୀମା ନିଗମ କ୍ଷେତ୍ରରେ ସବୁ ବେଳେ ଅପ୍ରତିଦ୍ଵନ୍ଦୀ ଭାବେ ନିଜକୁ ପ୍ରତିଷ୍ଠା କରିଛି ଓ ଭାରତୀୟ ଅଥନିତି କୁ ସୁଦୃଢ କରି ଗଢିତୋଳିଛି ଏହି ଅବସରରେ ଆସିକା ସାଖାର ପରିଚାଳକ ଶ୍ରୀ ସଜ୍ଞୀବ କୁମାର ରଥ କର୍ପୋରେଟ ପତକା କୁ ଉତୋଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ LIC ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେଶରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା ସାଖା ପରିଚାଳକ ତାଙ୍କ ଅଭିଭାଷଣରେ ସମସ୍ତ ପଲିସି ଧାରକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe