//BREAKING//
Loading...

ଗଣେଷ ଭଷାଣୀରେ ଗଣ୍ଡଗୋଳ। ପ୍ରତିବାଦ କରିବାରୁ ସରପଞ୍ଚ ଓ ତାଙ୍କ ସାଥୀଙ୍କ ମାଡରେ ଲହୁଲୁହାଣ ହେଲେ ସାହି ବାସିନ୍ଦା।

 



ଢେଙ୍କାନାଳ (sangharsatv)ଗଣେଷ ଭଷାଣୀରେ ଗଣ୍ଡଗୋଳ। ପ୍ରତିବାଦ କରିବାରୁ ସରପଞ୍ଚ ଓ ତାଙ୍କ ସାଥୀଙ୍କ ମାଡରେ ଲହୁଲୁହାଣ ହେଲେ ସାହି ବାସିନ୍ଦା। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ମାର୍ଥାପୁର ଗ୍ରାମ ତନ୍ତୀ ସାହିରେ ।ଢେଙ୍କାନାଳ ଭୁବନ ବ୍ଲକ ସୁରପ୍ରତlପୁର ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ମାର୍ଥାପୁର ଗ୍ରାମ ତନ୍ତୀ ସାହିରେ ।ମଦ୍ୟପ ସରପଞ୍ଚ ଓ ତାଙ୍କର ସାଥୀମାନେ ତନ୍ତୀ ସାହିର ଘର କବାଟ ଗୋଇଠା ମାରିବା ସହିତ କୋଠାଘର ଲାଇଟ୍ ଭାଙ୍ଗିବା ଓ ସାହି ବାସିନ୍ଦାଙ୍କୁ ଇଟା ପଥରରେ ମାଡ ମାରିଥିଲେ। ଏହି ମାଡପିଟରେ ଚାରି ଜଣଙ୍କୁ ଲହୁଲୁହାଣ କରିବା ସହିତ ଗୋଟିଏ ମୋଟରସାଇକେଲକୁ ମଧ୍ୟ ଭଙ୍ଗାରୁଜ କରିଥିଲେ। ତେବେ ନ୍ୟାୟ ପାଇଁ ତନ୍ତୀ ସାହି ବାସିନ୍ଦା ସୁରପ୍ରତାପପୁର ଫାଣ୍ଡିରେ ସରପଞ୍ଚ ଓ ତାଙ୍କ ସାଥୀମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଗ୍ରହଣ କରି ଫାଣ୍ଡି ଅଧିକାରୀ ତାଙ୍କର ଟିମ୍ ଧରି ସାହି ବାସୀନ୍ଦାଙ୍କ ସହିତ ମାର୍ଥାପୁର ଗ୍ରାମକୁ ଯାଇ ତଦନ୍ତ କରୁଛନ୍ତି । ନିଷ୍କର୍ଷକୁ ଅପକ୍ଷେ…।




 


ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ ଢେଙ୍କାନାଳ ନିଉଜ 

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe