//BREAKING//
Loading...

ଦକ୍ଷଣ ଓଡ଼ିଶା ଜମି ଫାଟି ଆଁ

 


ଦକ୍ଷଣ ଓଡ଼ିଶା ଜମି ଫାଟି ଆଁ, ମରୁଡି ଆଶଙ୍କାରେ ଚାଷୀ ଯାଉଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଉକ୍ତ ପ୍ରକଳ୍ପ ଅଧୀନରେ ଥିବା ଚାଷୀଙ୍କ ସ୍ବାର୍ଥ ପାଇଁ ପାଣି ଅଭାବରୁ ଏପରି

ହୋଇଥିବା କେତେକ ଚାଷୀ କହିଛନ୍ତି।

ଜଳସ୍ରୋତ ଅଭାବରୁ ଏ ସମସ୍ୟା ସୃଷ୍ଟି

ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ଲାଗି ଚାଷୀ ମାନେ ଦାବି

ରଖୁଛନ୍ତି । ଏହାର ସମାଧାନ ଲାଗି

କାଳୀମୁଖ୍ ଛକ ନିକଟରେ ଚେକ୍ ଡ୍ୟାମ୍

ନିର୍ମାଣ କରି ପାଣି ଗଚ୍ଛିତ କଲେ ଚାଷୀ

ଉପକୃତ ହୁଅନ୍ତେ ବୋଲି ଚାଷୀ ଦୁର୍ଗା

ପ୍ରସାଦ ପଣ୍ଡା କହିଛନ୍ତି । ଯାହା ଫଳରେ

ଚାଷୀଙ୍କ ଚାଷ ଜମିକୁ ପାଣି ଯୋଗାଇହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ହୋଇଥିବା ପ୍ରକଳ୍ପ ନିକଟରେ ବେଆଇନ ଭାବେଏକ ନଳା ଖୋଳି କିଛି ଚାଷୀ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି।ଏହି ସମସ୍ୟା ସମାଧାନ ପାଇଁ କାଳୀମୁଖ୍ ଛକ ନିକଟରେ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ

ପ୍ରସ୍ତାବ ଯାଇଥିବା ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ କହିଛନ୍ତି ।ସହ ଅଞ୍ଚଳରେ ସମୁଦାୟ୧୪୬୦୪ ହେକ୍ଟର

ଜମିରେ ଖରିଫ ଧାନ ଚାଷ କରାଯାଇଛି।

ଠି ଚଳିତ ବର୍ଷ ବିଳମ୍ବରେ ବ୍ରହ୍ମପୁର ୩୧୧୦ (ନି.ପ୍ର.): ଗଞ୍ଜାମଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ପାଣି ଅଭାବରୁ ଚାଷ ଜମି ସବୁ ପାଟି ଗାଁ କଲାଣି ।ଶୁଙ୍ଖାଲା ପଡିଛି ଚାଷ ଜମି। ମରୁଡ଼ି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏହି ବ୍ଲକ

ବର୍ଷା ହେବା ଯୋଗୁଁ ପାୟ ୪୦ ପ୍ରତିଶତ ଜମିରେ ପଛ ରୁଆ ହୋଇଛି।ଏହି ଅଞ୍ଚଳର ଜୀବନ ରେଖା ହରଭଙ୍ଗି ଜଳ ଭଣ୍ଡାର ଏବେ ଶୁଖୁଲା ପଡ଼ିଛି । ଚାଷୀମାନେ କେନାଲ ଯୋଗେ ପାଣି ପାଇବା ପାଇଁ ଯେଉଁ ଆଶା ରଖୁଥିଲେ ତାହା ମଉଳି ଯାଇଛି ।ଧାନ ଫସଲରେ ପୋଡ଼ା ବାହାରିବାସମୟରେ ଅତ୍ୟାବଶ୍ୟକ ପାଣି ପାଇଁ ଚାଷୀ ଚାହିଁ ବସିଛି । ଏପଟେ ଧୁଧୁ

ଖରାରେ ଧାନ ଗଛ ସବୁ ମଉଳି

ଗଲାଣି। ରଣ ବାଡ଼ି କରିଥିବା ଚାଷୀ

ଦୁଃଖରେ ଭାଙ୍ଗି ପଡ଼ିଲାଣି । ଚାଷ

ହୁଡ଼ିଲେ ବର୍ଷେ କଥାର ବାସ୍ତବ ଚିତ୍ର

ଦେଖିବାକୁ ମିଳୁଛି ଏଠାରେ। ଆଗ

ରୁଆ ହୋଇଥିବା ଜମିରେ ମରୁଡ଼ି

ଆଶଙ୍କା କମ ରହିଥିଲା ବେଳେ ପଛ

ଗୁଆ ହୋଇଥିବା ଜମିରେ ମରୁଡ଼ି

ଆଶଙ୍କା ଅଧିକ। ଏହି ବ୍ଲକର ମଙ୍ଗଳ ପୁରୁ,

ଦେବଭୂମି,ଚଢେୟାପଳୀ,ନବରତ୍ନପୁରୁ,କୁମାର ପାଣି, ଶେରଗଡ଼ ବ୍ଳକର ବିଭିନ୍ନ ଗ୍ରାମରେ ଚାଷ ଜମିର ଅବସ୍ଥା ଦେଖି ବାକୁ ମିଳିଛି। ଚଳିତ ବର୍ଷଅଭାବୀ ବର୍ଷା ଫଳରେ ଗଚ୍ଛିତ ଜଳରପରିମାଣ ହ୍ରାସ ପାଇଛି । ଜଳ ସ୍ରୋତ ଗୁଡ଼ିକରେ ମଧ୍ୟ ପାଣି ଅଭାବ ଦେଖା ଦେଇଛି । ଫଳରେ ସହ ସହ ହେକ୍ଟରଚାଷ ଜମି ଶୁଖୁ ଫାଟିଛି । ଆଗାମୀ

ଦିନରେ ଫସଲ ଅମଳ ଆଶଙ୍କା ବଢ଼ିଯାଇଥିବା ବେଳେ ଜଳ ଆବଣ୍ଟନକୁ ନେଇ କେତେ ଜାଗାରେ ସମସ୍ୟା ସୃଷ୍ଟି ହୋଇଛି । ଚାଷୀଙ୍କ ସହ ପାଣିପଞ୍ଚାୟତ ଓ ପ୍ରଶାସନ ସମନ୍ଵ ରକ୍ଷା କରି ପାଣି ଯୋଗାଣ ହୋଇଛି ।କେତେକ ଜାଗାରେ ଜଳ ସ୍ରୋତ

ଅଭାବରୁ ଚାଷୀ ସମସ୍ୟାର ହୋଇଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ରୂପେ ତେନ୍ତୁଳିଆ ଉପାର୍ଜନ ଅର୍ଥରେ ପରିବାର ପ୍ରତିପୋଷଣ କୁଳମଣିପୁର, ମଣିମୁକ୍ତାପୂର ଓ କରିବାକୁ ଚିନ୍ତା କରିଥିବା ଚାଷୀ ମୁଣ୍ଡରେ | ରାଧାମୋହନପୂର ଚାଷୀଙ୍କ ନିକଟରେ

ହାତଦେଇ ବସିଛି । ଏନେଇ କୃଷି ଦେଖା ଯାଇଛି । ବିଶେଷ ଭାବେ ଉକ୍ତ

ଅଧିକାରୀ କଲ୍ୟାଣୀ ରାଉତ କହିଛନ୍ତି | ଅଞ୍ଚଳର ୩୦ ଭାଗ ଚାଷ ଜମି ବିଭୂତି

ସର୍ଭେ ଚାଲିଛି । ଦୁଇ ତିନି ଦିନ ମଧ୍ୟରେ | ନାଳ ଉପରେ ନିର୍ଭର କରୁଥିଲେ ମଧ୍ୟ

ବର୍ଷା ହେବା ପାଣିପାଗ ବିଭାଗ ସୂଚନା | ଏହା ଚିର ଶ୍ରୋତା ହୋଇନଥିବା ଯୋଗୁଁ

ଦେଇଛି । ଫଳରେ ଚାଷୀଙ୍କ ସମସ୍ୟା | ପାଣି ଅଭାବ ଦେଖା ଦେଇଛି | ବର୍ଷାର

ସମାଧାନ | ପରିମାଣ କମ୍‌ ହୋଇଥିବା ହେତୁ ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ କି କେତେକାଂଶରେ ହୋଇପାରିବ ।

ପଞ୍ଚାୟତରେ ଚାଷୀଙ୍କୁ ମରୁଡ଼ି ଆଶଙ୍କା

ଘାଗିଛି । ବର୍ଷ ସାରା ପରିଶ୍ରମ କରି

କେନାଲ ସଫା ବି ହୋଇନାହିଁ । ଅନ୍ୟ

ପକ୍ଷରେ ଏହି ଚାଷୀ ମାନେ କ୍ଷୁଦ୍ର

ଜଳସେଚନ ବିଭାଗ ବିଭୂତି ନାଳରେ

ଥିବା ଡାଇଭର୍ସନ୍ ପ୍ରକଳ୍ପ ନିକଟରେ

କିଛି ଚାଷୀ ବାଲି ବସ୍ତା, କଂକ୍ରିଟ କରି

ବଳ ପୂର୍ବକ ଜଳକୁ ନିଜ ଜମିକୁ ନେଇ

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe