ମୃତ ନବଜାତ ଅଦଳ ବଦଳ
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଶିଶୁ ଅଦଳ ବଦଳ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକା ପ୍ରସୂତି ନିମନ୍ତେ ଗତ କାଲି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସୁନ୍ଦରୀ ହିମରିକା ଙ୍କ ପ୍ରସୂତି ପରେ ଏକ ମୃତ କନ୍ୟା ସନ୍ତାନ ଜନ୍ମ ହୋଇଥିବା କହି ମେଡ଼ିକାଲ କତୃପକ୍ଷ ମୃତ ନବଜାତ କୁ ହସ୍ତାନ୍ତର କରିଥିଲେ, ପରିବାର ବର୍ଗ ମୃତ ନବଜାତ କୁ ପୋତି ଦେଇ ସତ୍କାର କରିବା ପରେ ସକାଳୁ ଗାଁକୁ ଫେରିବା ପାଇଁ ରାତି ହୋଇଥିବାରୁ ମେଡିକାଲରେ ଅପେକ୍ଷା କରି ରହିଥିଲେ । ଅନ୍ୟପଟେ କାଶୀପୁର ବ୍ଲକ କଡିପାରି ପଞ୍ଚାୟତ ଯୋଗିପାରିତୁଣ୍ଡା ଗାଁର ମଲା ନାୟକ ନାମକ ଗର୍ଭବତୀ ଭର୍ତ୍ତି ହୋଇ ଯାଉଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ , ଯାହାକି ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଶିଶୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଦୁଇ ଶିଶୁଙ୍କୁ ଏସ ଏନ ସି ୟୁ ରେ ରଖାଯାଇଥିଲା। ଯାଉଁଳା ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ପରେ ଯାଉଁଳା ଶିଶୁଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ଭୁଲ ବଶତଃ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ପାଇବା ପରେ ଉକ୍ତ ଶିଶୁକୁ ଫେରେଇ ଆଣି ପକୃତ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବର୍ତମାନ ଅନ୍ୟ ଶିଶୁଟି ଏସ ଏନ ସି ୟୁ ଚିକିତ୍ସାଧିନ ରହିଥିବା ଜଣା ପଡ଼ିଛି। ଚିକିତ୍ସାଳୟ କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲି ନୀତି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକରାୟଗଡ଼ା-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ Anchor -ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଶିଶୁ ଅଦଳ ବଦଳ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକା ପ୍ରସୂତି ନିମନ୍ତେ ଗତ କାଲି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସୁନ୍ଦରୀ ହିମରିକା ଙ୍କ ପ୍ରସୂତି ପରେ ଏକ ମୃତ କନ୍ୟା ସନ୍ତାନ ଜନ୍ମ ହୋଇଥିବା କହି ମେଡ଼ିକାଲ କତୃପକ୍ଷ ମୃତ ନବଜାତ କୁ ହସ୍ତାନ୍ତର କରିଥିଲେ, ପରିବାର ବର୍ଗ ମୃତ ନବଜାତ କୁ ପୋତି ଦେଇ ସତ୍କାର କରିବା ପରେ ସକାଳୁ ଗାଁକୁ ଫେରିବା ପାଇଁ ରାତି ହୋଇଥିବାରୁ ମେଡିକାଲରେ ଅପେକ୍ଷା କରି ରହିଥିଲେ । ଅନ୍ୟପଟେ କାଶୀପୁର ବ୍ଲକ କଡିପାରି ପଞ୍ଚାୟତ ଯୋଗିପାରିତୁଣ୍ଡା ଗାଁର ମଲା ନାୟକ ନାମକ ଗର୍ଭବତୀ ଭର୍ତ୍ତି ହୋଇ ଯାଉଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ , ଯାହାକି ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଶିଶୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଦୁଇ ଶିଶୁଙ୍କୁ ଏସ ଏନ ସି ୟୁ ରେ ରଖାଯାଇଥିଲା। ଯାଉଁଳା ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ପରେ ଯାଉଁଳା ଶିଶୁଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ଭୁଲ ବଶତଃ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ପାଇବା ପରେ ଉକ୍ତ ଶିଶୁକୁ ଫେରେଇ ଆଣି ପକୃତ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବର୍ତମାନ ଅନ୍ୟ ଶିଶୁଟି ଏସ ଏନ ସି ୟୁ ଚିକିତ୍ସାଧିନ ରହିଥିବା ଜଣା ପଡ଼ିଛି। ଚିକିତ୍ସାଳୟ କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲି ନୀତି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକା ପ୍ରସୂତି ନିମନ୍ତେ ଗତ କାଲି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସୁନ୍ଦରୀ ହିମରିକା ଙ୍କ ପ୍ରସୂତି ପରେ ଏକ ମୃତ କନ୍ୟା ସନ୍ତାନ ଜନ୍ମ ହୋଇଥିବା କହି ମେଡ଼ିକାଲ କତୃପକ୍ଷ ମୃତ ନବଜାତ କୁ ହସ୍ତାନ୍ତର କରିଥିଲେ, ପରିବାର ବର୍ଗ ମୃତ ନବଜାତ କୁ ପୋତି ଦେଇ ସତ୍କାର କରିବା ପରେ ସକାଳୁ ଗାଁକୁ ଫେରିବା ପାଇଁ ରାତି ହୋଇଥିବାରୁ ମେଡିକାଲରେ ଅପେକ୍ଷା କରି ରହିଥିଲେ । ଅନ୍ୟପଟେ କାଶୀପୁର ବ୍ଲକ କଡିପାରି ପଞ୍ଚାୟତ ଯୋଗିପାରିତୁଣ୍ଡା ଗାଁର ମଲା ନାୟକ ନାମକ ଗର୍ଭବତୀ ଭର୍ତ୍ତି ହୋଇ ଯାଉଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ , ଯାହାକି ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଶିଶୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଦୁଇ ଶିଶୁଙ୍କୁ ଏସ ଏନ ସି ୟୁ ରେ ରଖାଯାଇଥିଲା। ଯାଉଁଳା ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ପରେ ଯାଉଁଳା ଶିଶୁଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ଭୁଲ ବଶତଃ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ପାଇବା ପରେ ଉକ୍ତ ଶିଶୁକୁ ଫେରେଇ ଆଣି ପକୃତ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବର୍ତମାନ ଅନ୍ୟ ଶିଶୁଟି ଏସ ଏନ ସି ୟୁ ଚିକିତ୍ସାଧିନ ରହିଥିବା ଜଣା ପଡ଼ିଛି। ଚିକିତ୍ସାଳୟ କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲି ନୀତି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ