ତାରା ତାରିଣୀ ଠାରେ ଥିବା ରୋପୱେ ରେ ମଗଡ଼ିଲକାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୁଷୋତ୍ତମପୁର,ବ୍ଳକ ରାଇପୁର ପଞ୍ଚାୟତ ଅନ୍ତର୍ଗତ ତାରାତାରିଣୀ ମନ୍ଦିର ଠାରେ ଥିବା ଉଦ୍ଧଗାମୀ ରୋପୱେ ରେ ଏଣ୍ଡିଆରଫ ଟିମ,ଓଡ୍ରାଫ,ଅଗ୍ନିଶମ ବିଭାଗର ପକ୍ଷରୁ ଏକ ମଗଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ତିନି ଟିମଙ୍କ ଦ୍ବାରା କିପରି ଯଦିବା ରୋପୱେରେ କେବେ କିଛି ଅସୁବିଧା ହୋଇଯାଏ ତେବେ
ସେତେବେଳେ ଯାତ୍ରୀଙ୍କୁ କିପରି ଉଦ୍ଧାର କରାଯିବ ତାଉପରେ
ସେମାନେ ଏକସଚେତନତା କାର୍ଯ ର୍ଯ୍ୟକ୍ରମରୋପୱେର
ମେନେଜର ପୁଲକ ବିନ୍ଦା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥୂଲା ।ଏହି କାଯ୍ୟକ୍ରମରେ ବିଡ଼ିଓ ମନୋଜ କୁମାର ନାୟକ,ପୁରୁଷୋତ୍ତମପୁର ତହସିଲଦାର ଲୋପା ମୁଦ୍ରା ରଥ,ଏଣ୍ଡିଆରଫ ଚିଫ କମାଣ୍ଡର ଗୌରବ ଜାମତ , ଓସଡ଼ମା କୋଡିନେଟର, ଫାୟାର ମୁଖ୍ୟ ଆଲୋକ କୁମାର ଦଳେଇ,ସିଡିପିଓ ସବିତା ଚ୍ୟାଉ ପଟନାୟକ,ରାଇପୁର ସରପଞ୍ଚ ନମିତା ବେହେରା, ତାଙ୍କ ପ୍ରତିନିଧି ବିଚିତ୍ର କୁମାର ବେହେରା, ରାଇପୁର, ଗୋବିନ୍ଦ ପୁର ଗ୍ରାମବାସୀ, ପଞ୍ଚାୟତ ଷ୍ଟାଫ, ଙ୍କ ସହିତ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ,ସହାୟିକାଙ୍କ ସହିତଅନ୍ୟାନ୍ୟଟିମ,ଓ ରୋପୱେ ଷ୍ଟାଫଙ୍କଉପସ୍ଥିତିରେ ରୋପୱେରେ ଆସୁ ଦୁର୍ଘଟଣାରୁଯାତ୍ରୀଙ୍କୁ ତୁରନ୍ତଉଦ୍ଧାର କରି ସହଯୋଗ କରି ତାଙ୍କୁ ତତକ୍ଷଣା ତ ସେବା ଯୋଗେଇ ଦେବା ଦାବିରେ ଏହି କାର୍ଯ୍ୟକ୍ରମକୁ ମାଇକ ଦ୍ବାରା ଏଣ୍ଡି ଆରଫ ଟିମ ପ୍ରଚାର କରି କୌଣସି କ୍ଷେତ୍ରରେ ନିଜର ମନୋବଳ ହ୍ରାସ ନ କରି ସୁଦୃଢ଼ କରି ଉଦ୍ଧାର କରିବାକୁ ସାହସ ଯୋଗାଉ ଥିଲେ ଟିମ କର୍ମକର୍ତ୍ତା ମାନେ, ସେମାନଙ୍କ ଅଫିସର ଙ୍କ କଥାକୁଅକ୍ଷରେ, ଅକ୍ଷରେ ପାଳନ କରି ସାହାସିକତା ସହିତ ଏହି କର୍ମ କୌଶଳ ଦେଖାଇ ଥିଲେ । ଏହି ମିଳିତ ଟିମଙ୍କ କାର୍ଯ୍ୟକ୍ରମ କୁ ସତ, ସତିକା ଦେଖାଇ ପାରିଥୂବାରୁ ଉପସ୍ଥିତ ପ୍ରଶାସନିକ ଅଧୂକାରୀ ମାନେବହୁତ ଖୁସିବ୍ୟକୁ କରି ସେମାନଙ୍କ କାର୍ଯ୍ୟଶୈଳୀ କୁ ପ୍ରଶଂସା କରିଥିଲେ । ଏହି
କାର୍ଯ୍ୟକ୍ରମକୁ ଗୋବିନ୍ଦ ପୁର, ରଗ୍ରାମବାସୀ ମାନେ ଉପସ୍ଥିତ ରହି ଦେଖୁଥିଲେ । ସରପଞ୍ଚ ପ୍ରତିନିଧୂ ବିଚିତ୍ର ବେହେରା ଗ୍ରାମବାସୀଙ୍କ ନେତୃତ୍ୱ ନେଇଥିଲେ