//BREAKING//
Loading...

ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମର ଉନ୍ମୋଚନ କାଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 


ନୂଆଦିଲ୍ଲୀ: ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମ୍‌ରେ ଥିବା ସୁବିଧା ଉନ୍ମୋଚନ କରିଛନ୍ତି । ଏହି ଯୋଜନାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ହେଲଥ୍‌ କାର୍ଡ ପ୍ରଦାନ କରାଯାଇଛି । ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୃତ୍ତି ମଧ୍ୟ ଟ୍ରାନସଫର କରିଛନ୍ତି । ପିଏମ୍‌ କେୟାର୍ସ ମାଧ୍ୟମରେ ଭାରତ ସେହି ଅଭାବର ପରିପୂରଣ କରୁଛି । ଏହା ଖାଲି ଜଣେ ବ୍ୟକ୍ତି, ପ୍ରତିଷ୍ଠାନ ଅଥବା ସରକାରଙ୍କ ଉଦ୍ୟମ ନୁହେଁ । ପିଏମ୍‌ କେୟାର୍ସରେ ଲୋକେ ସେମାନଙ୍କ କଷ୍ଟାର୍ଜିତ ଧନ ସାମିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ଜରିଆରେ ପିଲାମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯାଉଛି । ଏଥିରୁ ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe