//BREAKING//
Loading...

ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ବର ନୂଆଗାଁ ୱାର୍ଡ 59 ଅଞ୍ଚଳ ରେ ମହିଳା ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ଅତିଥି ଭାବରେ ଶିଳ୍ପୀ ଗୁରୁ ପଦ୍ମ ଶ୍ରେ ପ୍ରଭାକର ମହାରଣା ଓ ଅତିଥି ଭାବରେ ଭୁବନେଶ୍ବର ମେୟର ସୁଲଚନା ଦାସ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ସମେତ କରପରେଟର ବିରଞ୍ଜି ମହାସପକର (ଲିଟୁ) ଏବଂ ଯୁବ ନେତା ଚିନ୍ମୟ ନାଦ ବଡ଼ଜେନା ସାଙ୍ଗଠନିକ,ବିଭୂତି,ଭୂଷଣ ଜେନା,ଶ୍ରୀମତୀ ଜଲି ମହାନ୍ତି,ସଞ୍ଜିତା ଦାସ,ସଞ୍ଜୟ ଗିରୀ,ସିପୁ,ନେତୃ ବୃନ୍ଦ ଯୋଗଦେଇଥିଲେ ସେମାନଙ୍କ ମଧ୍ୟରେ ଶ୍ରୀମୟୀ ମିଶ୍ର,ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯିବା ପରେ ଉତ୍ତରିୟ ଓ ପୁଷ୍ପଗୁଚ୍ଛ ଦିଆଯିବା ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ଏଥିରେ ପ୍ରାୟ ଦୁଇ ହଜାର ରୁ ଅଧିକ ଲୋକ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ମହିଳା ଦିବସର ମୁଖ୍ୟ ଉଦ୍ଦେଶ୍ୟ ନାରୀ ମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ନିଜେ ରୋଜଗାରକ୍ଷମ ହୋଇପାରିବେ ନୂତନ ପଦବୀ ସୃଷ୍ଟି କରିବା ନିମନ୍ତେ ସରକାର ଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ଅବହେଳିତ ମା ମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ସହ ସମାନ ଅଧିକାର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ଅତିଥି ମାନେ ଭୁବନେଶ୍ବର ରୁ ପ୍ରମୋଦ କୁମାର ପରିଡ଼ା ଙ୍କ ସହ


ଆଶୁତୋଷ ଙ୍କ ରିପୋର୍ଟ 

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe