ପୁରୀରେ ମର୍ସ୍ୟମିତ୍ର ସଂଘ ତରଫରୁ ବିଭିନ୍ନ ଉପାୟରେ ମର୍ସ୍ୟଚାଷୀମାନେ କିପରି ରୋଜଗାର କରିପାରିବେ ସେଥିପାଇଁ ବିଭିନ୍ନ ଉପାୟ ର ଟିପ୍ପଣୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦେଇଥିଲେ l ଏଠାରେ ଆପଣ ମାନଙ୍କୁ ସୂଚେଇ ଦେବାକୁ ଚାହୁଁଛୁକି ପୁରୀଜିଲ୍ଲା ରେ ତିନି ପ୍ରକାର ପାଣି ଯେପରିକି ମଧୁର, କ୍ଷାରୀ ଓ ଲୁଣି ପାଣି, ସେଥିପାଇଁ ମାଛଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ରେ କୌଣସି ଅସୁବିଧା ହେବନାହିଁ କିନ୍ତୁ ସେଥିପାଇଁ ସରକାର ଙ୍କର ସହାୟତା ର ଆବଶ୍ୟକତା ରହିଛି l ଏହାଦ୍ୱାରା ପୁରୀରୁ ଲକ୍ଷ ଲକ୍ଷ ଟନ ମାଛ ଆମଦାନୀ ହୋଇପାରିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ