ବିରଳ ସାମଗ୍ରୀ କୁ ସାଇତି ରଖି ପୂରାତନ ଜିନିଷ ର ସ୍ମୃତି କୁ ଉଜିବିତ କରି ରଖିବାର ପ୍ରୟାସ ଏଭଳି ଉଦ୍ଦେଶ୍ୟରେ ସଂଗ୍ରହ କରିଚାଲିଲେ ଦେଶ ବିଦେଶର ବିଭିନ୍ନ ଅମୂଲ୍ୟ ଓ ଦୁଲଭ ଜିନିଷ ସେଥିପାଇଁ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବାଲିସାହିର ସୁଧିର ଚନ୍ଦ୍ର ପଲାଇ ୧୯୬୪ ମସିହାରେ ଵରୁଣା ଗ୍ରାମ ରେ ଥିବା ତାଙ୍କ ଅଜା ଶିବ ପ୍ରସାଦ ପରିଡା ଙ୍କୁ ଇଂରେଜ ସାହେବ ପୁରସ୍କାର ଦେଇଥିବା ଓମେଲା ଘଡି, ରୋମରସ ପେନ ,କୁ ଅଜା ସୁଧୀର ଙ୍କୁ ଉପହାର ସ୍ୱରୂପ ଦେଇଥିଲେ ସେହି ଦିନଠାରୁ ସୁଧୀର ତାହାକୁ ସାଇତି ରଖି ସଂଗ୍ରହ କରିବାର ନିଶା ବଢିଚାଲିଲା ସୁଧୀର ଙ୍କ ର , ସେ ପେସାରେ ଥିଲେ ଓଳାଭର କଲେଜ ର କର୍ମଚାରୀ କିନ୍ତୁ ସଂଗ୍ରହ କରିବାର ନିଶା ଏମିତି ଥିଲା ବିଭିନ୍ନ ସ୍ଥାନରେ ପହଞ୍ଚି ଯୋଗାଡ କରିଥିଲେ ଭଳିକି ଭଳି ରଙ୍ଗ ବେରଙ୍ଗ ର ଚଷମା ସାଙ୍ଗକୁ ଦେଶ ବିଦେଶରେ କଏନ ସହିତ କାଗଜ ଟଙ୍କା ଏବଂ ନାମି ଦାମୀ କମ୍ପାନୀ ର ପାଞ୍ଚ ଶହ ଘଣ୍ଟା ଓ ଏକହଜାର କଲମ ସେଥିରେ ରହିଛି ରାକା ରିକ୍, ରୋଲେକସ ,ଟିସଟ, ଇମ୍ପରିଆଲ, ଓମେଲା ,ରୋମର,ମୋଭାଡୋ ଓରିଏଣ୍ଟ ଯେଉଁ ଥିରେ ରହିଛି ଶହେ ବର୍ଷ ର Calender ଇଂରେଜ ଅମଳର କଲମ ସାଙ୍ଗକୁ ଥାଇଲାଣ୍ଡର ନିଆରା କାରିଗରୀ କୌଶଳ ରେ ଗଛ ଡାଳରେ ତିଆରି କିଙ୍ଗସନ ,water blue, ପାରକର 51 କୃଷିୟର, swan , ଭଳି କଲମ ଓ ପେନସିଲ ସହିତ ବହୁ ପ୍ରାଚୀନ ବଙ୍କୁଲି ବାଡି , ଟୋପି ,ଚଷମା ଗୁଡିକୁ ଘର ଭିତରେ ସାଇତି ରଖି ଛୋଟ ସଂଗ୍ରହାଳୟ ସୃଷ୍ଟି କରିଛନ୍ତି ଆହୁରି ମଧ୍ୟ ରହିଛି ସତୁରୀ ପ୍ରଜାତି ର ଦାମୀ ପଞ୍ଚ ଶହପୋସା ପାରାଏଭଳି ପ୍ରୟାସ ଆଜି ର ପିଢି ପାଇଁ ଏକ ପ୍ରେରଣାଦାୟୀ ଓଳାଭର ରୁ ପ୍ରମୋଦ କୁମାର ପରିଡ଼ା ରିପୋର୍ଟ ସଂଘର୍ଷ TV
ସଂଗ୍ରହ କରିଚାଲିଲେ ଦେଶ ବିଦେଶର ବିଭିନ୍ନ ଅମୂଲ୍ୟ ଓ ଦୁଲଭ ଜିନିଷ
By: SANGHARSA TV
0
Tags
www.sangharsatv.in