ତା-25/4/23-ରାଜ୍ୟ ସରକାର ଶିକ୍ଷା ଉପରେ ଗୁୁରୁତ୍ବ ଦେଉଥିବା ଯୋଗୁଁ ହାଇସ୍କୁଲ ଗୁଡିକୁ ରୂପାନ୍ତରି କରଣ କରିଛନ୍ତି।ଏଥି ମଧ୍ୟରେ ଗଞ୍ଜାମ ଜିଲ୍ଲାର 107 ଟି ହାଇସ୍କୁଲ ର କୁ ରୂପାନ୍ତରିତ କରାଯାଇଛି। ଏଥି ମଧ୍ୟରେ ଆସିକା ବ୍ଳକର ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଛାଇ ପଞ୍ଚାୟତର ରିସିପୁର ଉର୍ଣ୍ଣତ ଉଚ୍ଚ ବିଦ୍ୟାଳୟ, ନିମିନା କୃଷ୍ଣଚନ୍ଦ୍ର ବାଳିକା ଉଚ୍ଚ ବିଦ୍ୟାଳୟ, ଆସିକା ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଏନଏସି ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ। ଏହି ପରି ୬ ଗୋଟି ବିଦ୍ୟାଳୟକୁ ଆଜି ମୁଖ୍ୟମନ୍ତ୍ରୀ ସଂନ୍ଧ୍ୟା 5ଘଣ୍ଟ ସମୟରେ ଭରଚୁଆଲ ମୋଡର ଉଦଘାଟନ କରିଛନ୍ତି। ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତ ସ୍ବାଇଁ,ଆସିକାବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ବିଦ୍ୟାଳୟ ପରିଚାଳନା ସଭାପତି ବି. ମୋହନ ଦୋରା, ଆସିକା ବ୍ଲକ ସଭାପତି ରାଜେଶ ପଟ୍ଟନାୟକ, ଏମ.ରଶ୍ମିତା ସେନାପତି ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର,ପୂର୍ବତନ କାଉନସିଲର ଏମ ତାରିଣୀ ସେନାପତି ପ୍ରମୁଖ ଏହି ଉଦଘାଟନରେ ଆସିକା ବ୍ଳକ ଏହି 5T ରୂପାନ୍ତରିତ ସ୍କଲ ଉଦଘାଟନରେ ଯୋଗ ଦେଇଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସଂନ୍ଧ୍ୟା 5ଘଣ୍ଟ ସମୟରେ ଭରଚୁଆଲ ମୋଡର ଉଦଘାଟନ ଉଛବ।
By: SANGHARSA TV
0