#ରାଜଧାନୀ ଭୁବନେଶ୍ବରରେ #ହିଂସାତ୍ମକ ଘଟଣା ବଢ଼ିବାରେ ଲାଗିଛି। ଥାନା ନିକଟରେ #ବୋମାମାଡ଼ ହୋଇଛି। ରସୁଲଗଡ଼ ଛକ ଉପରେ ଥିବା #ହୋଟେଲ ଉର୍ମୀ ଉପରକୁ ଏହି ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଓଭର ବ୍ରିଜ ଉପରୁ ହୋଟେଲ ଉପରକୁ #ବୋମାମାଡ଼ କରିଥିବା ଜଣାପଡ଼ିଛି। ଦୁଇଟି ବୋମାରୁ ଗୋଟିଏ ହୋଟେଲ ଉରକୁ ଫିଙ୍ଗି ଥିବା ବେଳେ ଗୋଟିଏ #ଫୁଟିଥିଲା ଏବଂ ଆଉ ଗୋଟିଏ ଅଫୁଟା ରହିଥିଲା। ତେବେ କିଏ ଓ କାହିଁକି ଏହି #ବୋମାମାଡ଼ କରିଛି #ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଜାରି ରଖିଛି।ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ
ରାଜଧାନୀ ଭୁବନେଶ୍ବରରେ #ହିଂସାତ୍ମକ ଘଟଣା ବଢ଼ିବାରେ ଲାଗିଛି।
By: SANGHARSA TV
0