ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ରେ ଥିବା ରେମୁଣା ଗୋଲେଇ ଠାରେ ଏକ ମର୍ମାନ୍ତୁକ ସଡ଼କ ଦୁର୍ଘଟଣା ଘଟି ଯାଇଛି ଅତିଦୁଃଖଦ ଘଟଣା ଟି ହେଲା ଯେଉଁ ବସ ଟି ରେ ଉଲେଇହିଁଲେ ସେହି ବସ ରେ ଦୁର୍ଘଟଣା ଟିହେଲା l କହlଯାଉଛି ଯେ ସତ୍ୟନାରାୟଣ ବସ ଟିରେ ସୁକାନ୍ତି ବେହେରା ନାମକ ମହିଳା ଗ୍ରାମ ଖୁସାଲି ଗଞ୍ଜ ରେମୁଣା ବୟସ 55ବର୍ଷ ସେହି ବସ ରୁ ରେମୁଣା ଗୋଲେଇ ଠାରେ ଉଲ୍ଲାହିଁ ସାମ୍ନା ପଟୁ ଦେଇ ଆରପାରିକୁ ଯାଉଥିଲେ ତାଙ୍କ ପୁଅ ନବାପାଇଁ ଆସିଥିଲେ ସେଥିପାଈଁ ସେହିବାଟ ଦେଇ ଯାଉଥିଲେ ହଠାତ ବସ ଟି ଆଗକୁ ମାଡି ଆସିଲା ମହିଳା ଜଣକ କୁ ଚାପି ଦେଲା l ଫଳରେ ସେହି ସଙ୍ଗେ ସଂଗେ ମୃତ୍ୟୁ ବରଣ କରିଥିଲେ l ତାଙ୍କ ଉପରେ ବସ ଟିଚଡ଼ି ଯିବାରୁ ପୁରା ରକ୍ତ,ମାଂସ, ହାଡ଼, ଖଣ୍ଡ ବିଖଣ୍ଡିତ ହଇଯାଇଥିଲା l ଆଉ ଆଶ୍ଚର୍ଯ୍ୟ ର କଥା ଯେ ସେହି ବସ ଟି ର ମାଲିକ ର ସାନ ଭାଇ ର ସ୍ତ୍ରୀ ସୁକାନ୍ତି ବେହେରା l ସେ ଜଣେ ପ୍ରତଷ୍ଠିତ ତୃପ୍ତି ମୁଢି ର ମାଲିକ ର ମା l ତାଙ୍କର ଏହିପରି ଦୁର୍ଘଟଣା କୁ ଦେଖି ଜନସାଧାରଣ, ରେମୁଣା ଵେବସାୟ ଗୋଷ୍ଟି, ଏବଂ ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ଏବଂ ଅନ୍ୟାନ ଲକ ମାନେ ଟାୟାର ଜାଳି ରାସ୍ତା ଅବରଧ କରିଥିଲେ l କିଛି ସମୟ ପରେ ସହଦେଵଖୁଣ୍ଟା ଥାନା ରୁ ପୋଲିସ ଅଧିକାରୀ, ରେମୁଣା ଅତିରିକ୍ତ ତହସିଲଦାର, ଆଦି ଆସି ବୁଝାସୁଜା କଲାପରେ ଆନ୍ଦଳନ ରୁ ହଟିଲେ l ତାଙ୍କର ଦାବି ଥିଲା ଯେ ସେହି ରାସ୍ତା ରେ ବାରମ୍ବାର ଦୁର୍ଘଟଣା ହେଉଛି କାରଣ ସେହି ରାସ୍ତା ଟି ମରାମତି ପାଇଁ ଠିକାଦାର ଙ୍କୁ ଆଜକୁ 5ବର୍ଷ ହେଲା କାର୍ଯ୍ୟ କରିବା ପାଇଁ ଦିଆ ଗଲାଣି ହେଲେ ତାଙ୍କର ଅବହେଳା ଜଗୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ହଇନାହିଁ ସେଥିପାଇଁ ତହସିଲଦାର ଏବଂ ଆଇ ଆଇ ସି ଙ୍କ ଉପସ୍ଥିତି ରେ କଂଟ୍ରାକଟର ଙ୍କୁ ଡାକି ତୁରନ୍ତ ଏହି କାର୍ଯ୍ୟ ସମାପ୍ତ କରିବେ ବଲି ସମସ୍ତ ସମୁଖରେ ରାଜି ହଇ ଲିଖିତ ଭାବରେ ତହସିଲଦାର ଙ୍କୁ ଦେଇଥିଲେ l ଫଳରେ ଆନ୍ଦଳନ ରେ ବସିଥିବା ଲକମାନେ ଉଠିଲିଲେ ରେ
ମୁଣା ରୁ ଉପେନ୍ଦ୍ର ଦଳେଇ ଙ୍କ ରିପୋର୍ଟ ସଂଘର୍ଷ tv