ସାରା ଓଡ଼ିଶାରେ ଵିରଳ ଆମ ନେତା, ନେତା ନୁହଁନ୍ତି ତ ଡେଲାଙ୍ଗ ପିପିଲି ର ପ୍ରତି ଘରର ପୁଅ ସେ, ପ୍ରଶସା ଯେତେ କଲେ ବି କମ ହେବ, ଭଲ ପାଇବାର ମୂର୍ତ୍ତୀ ସେ, ପ୍ରେମର ଠାକୁର ସେ, ଯିଏ ଯାହା ବି କହୁ କହିବାରେ କୁଣ୍ଠା ନାହିଁ କି କାମ କରିବାରେ ବି ହେଳା ନାହିଁ, ରୁଦ୍ର ପ୍ରତାପ ମହାରଥୀ ଏବେ କେବଳ ନାଁ ନୁହେଁ, ଏବେ ସାରା ଓଡିଶା ରେ ଗୋଟେ ନିଆଁରା ବ୍ରାଣ୍ଡ ପାଲଟିଛନ୍ତି ରିପୋର୍ଟ
ସୂର୍ଯ୍ୟକାନ୍ତ ଦଳାଇ