ଓଡ଼ିଶା ଡ୍ରାଇଭର ମହାସଂଘ ର ଦାବି ସରକାର ମାନି ନେଇଛି କିଛିଦିନପୂର୍ବେ ଷ୍ଟ୍ରିରିଙ୍ଗଛାଡ଼ ଆନ୍ଦୋଲୋନ ରେ ବସି ଥିଲେ ତିନି ଲକ୍ଷ ଡ୍ରାଇଭର ସରକାର ମାନି ଛନ୍ତି ସେଥି ଖୁସି ହୋଇ ତା 17-6-2023ତା ରିଖ ଦିନ ଏକ ମିଟିଙ୍ଗ ଖୋର୍ଦ୍ଧା ଜିଲ୍ଲା ର ସଭାପତି ରାଜେଶ ଦାଶ ଙ୍କ ନେତୁରୁତରେ ସମସ୍ତ ଡ୍ରାଇଭର ବନ୍ଧୁମାନଙ୍କୁ ନେ ସରକାରଙ୍କୁ ଧନ୍ୟବାଦ ଜଣେଇ ଥିଲେ ଡ୍ରାଇଭର ଭାଇଙ୍କର ଦୂର ହେଲା ଚିନ୍ତା କଥା ଦେଇ ନବୀନ ରଖିଲେ କଥା ଦୃର୍ଘଟଣାରେ ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ, ମିଳିବ 4ଲକ୍ଷ ଟଙ୍କା ଅତି ଗଭୀର ଆଘାତ କ୍ଷେତ୍ରରେ 80 ହଜାର ଟଙ୍କାର ସହାୟତା ସ୍ଥାୟୀ ଅକ୍ଷମତା ହେଲେ ମିଳିବ 1ଲକ୍ଷ 50ହଜାର ଟଙ୍କା ଧରଣା ମୃତ୍ୟୁ ହେଲେ 2ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିଥିବାରୁ ଡ୍ରାଇଭର ଓ କର୍ମଚାରୀ ହେଲେ ଉପକୃତ ରିପୋର୍ଟ : ସୂର୍ଯ୍ୟକାନ୍ତ ଦଳାଇ ଖୋର୍ଦ୍ଧା ଜିଲ୍ଲା 17-6-2023