ଆସିକା ୦୭/୦୬/୨୦୨୩ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମସ୍ଥିତ ଏକ ବନ୍ଧଠାରେ ଗତ ୫.୬.୨୦୨୩ ତାରିଖ ରାତି ପ୍ରାୟ ୮ଘଟିଂ ସମୟରେଖଣ୍ଡରାବଳୀ ସ୍ଥିତ ଏକ କୁକୁଡା ଫାର୍ମରେ କାର୍ଯ୍ୟରତ ଡାକ୍ତରଙ୍କୁ ପ୍ରଥମେମାଡ ମାରି ତାଙ୍କ ଠାରୁ ଲୁଟ କରିବା ଘଟଣାରେ ଆସିକା ପୋଲିସ ଦୁଇ ଜଣ ଯୁବକକୁ ଗିରଫ କରି କୋର୍ଟ ପଠାଇଥିବା ଜଣାଯାଇଛି ପଛାୟତ ନବତତ୍ନରପୁର ଗ୍ରାମର ଅଭିଯୁକ୍ତ ଜଣକ ମଙ୍ଗଳପୁର ପୋଲାଇ(୨୧) ଓ ପ୍ରଫୁଲ
ଜଣାଯାଇଛି । ଏନେଇ ଆସିକା ଥାନା ପୋଲିସି ବାବୁଲା ପୋଲାଇଙ୍କ ପୁଅ ସିଲୁ ପୁଅ ଗଣେଶ କେସ ନମ୍ବର-୩୨୯/୨୩, ଦଫା ୩୯୪ ଆଇପିସିରେ ମାମଲା ରୁଜୁ
କରାଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ସରୋଜ କୁମାର ପାତ୍ର ଆସିକା ଥାନା ଅନ୍ତର୍ଗତ ଖଣ୍ଡରାବଳି ଗ୍ରାମ ସ୍ଥିତ ଏକ କୁକୁଡା ଫାର୍ମରେ ଡାକ୍ତର ଭାବେ
ଦିଗପହଣ୍ଡି ଡ଼ାକ୍ତର ଜଣେ କାର୍ଯ୍ୟରତ ରହିଛନ୍ତି। ପ୍ରତିଦିନ ଭଳି କୁକୁଡା ଫାର୍ମରେ କାର୍ଯ୍ୟ ସାରି ଗୁଣ୍ଠପଡା ଓ ଜାହାଡା ରାସ୍ତା ଦେଇ ଜିବା ଆସିବା କରିଥାନ୍ତି । ଏତିକି ବେଳେ ଗତ ସେ ମୁଣ୍ଡମରାଇ ଗ୍ରାମକୁ ଯିବା ଆସିବା ୫.୬.୨୦୨୩ ତାରିଖ ରାତି ପ୍ରାୟ
୮ଟା ବେଳେ ନବରପୁର ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଗୁଣ୍ଠପଡା ଗ୍ରାମ ଶେଷରେ ମୁଣ୍ଡରେ ଥିବା ଏକ ବନ୍ଧ ନିକଟରେ ଅଟକାଇଥିଲେ ତାଙ୍କୁ ଏକ ଧାରୁଆ ଛୁରୀ ବାହାର କରି ତାଙ୍କୁ ଚୁପ ରହିବା ପାଇଁ କହିଥିଲେ। କିନ୍ତୁ ସେ ପାଟି କରିବାରୁ ତାଙ୍କୁ ମାଡ ମାରିଥିଲେ । ଏହାପରେ ତାଙ୍କ ବାଇକର ଚାବି ଛଡାଇ କରିନେଇଥିଲେ
ତାଙ୍କ ପକେଟରେ ଥୁବା ମୋବାଇଲ ଟଙ୍କା,ଆଧାର କାର୍ଡ, ପାନ କାର୍ଡ ଏବଂ। ସେ କିଛି କହିବା ପୂର୍ବରୁ ପର୍ସରେ ଥିବା ୨
ମୋଟର ସାଇକେଲ ଚାବିକୁ
ନେଇଯାଇଥିଲେ । ଏହି ଘଟଣା ଘଟିବା ପରେ ସେ ସେଠାରୁ ଚାଲି ଚାଲି ଆସି ଗୁଣ୍ଠପଡା ଛକରୁ ଏକ ଲିପ୍ଟ ଯୋଗେ ଆସିକାକୁ ଆସି ଥାନାରେ ପହଁଚି ଘଟଣା ବିରୁଦ୍ଧରେ ଲିଖତ ଅଭିଯୋଗ କରିଥିଲେ।'