ବାଲେଶ୍ବର ଜିଲ୍ଲାର
ବାହାନଗା ରେଳ ଷ୍ଟେସନ ପୂର୍ବ ରୁ, କରମଣ୍ଡଳ ଏବଂ
ଯଶବନ୍ତ ପୁର -ହାଓଡ଼ା ଏକ୍ସପ୍ରେସ ଧକ୍କା ଫଳରେ 500 ରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କର ମୃତ୍ୟୁ ହୋ ଇ ଇଯାଇଛନ୍ତି । ମୃତକଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ଆଜି ସନ୍ଧ୍ୟା ସମୟରେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଲୋକ କଲ୍ୟାଣ ଟ୍ରଷ୍ଟ ଓ ମହାତ୍ସବ କମିଟି ତରଫରୁ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ରେ ମୂର୍ତ୍ତବରଣ କରିଥିବା ଯାତ୍ରୀଙ୍କ ଆତ୍ମାର ସତଗତି ନିମନ୍ତେ କଣାସ ମହୋତ୍ସବ ସ୍ଥଗିତ ରଖାଯାଇ ମହୋତ୍ସବ ରେ ଭାଗନେଇଥିବା ୧୫୦ କଳାକାର ମାନଙ୍କୁ ନେଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।