: ଆସିକା ସରକାରୀ ଚିକିତ୍ସାଳୟର ବିଭିନ୍ନ
ସମସ୍ୟା ଓ ନିର୍ମାଣ ଚାଲିଥିବା କୋଠାର ଦୁର୍ନୀତି ସମ୍ପର୍କରେ ଖବର ପ୍ରକାଶ ପାଇବାର ଏକ ମାସ ପରେ ଆଜି ଚିକିତ୍ସାଳୟକୁ ବିଧାୟିକା ଅଚାନକ ପରିଦର୍ଶନ କରିଲେ । ଗତ ମାସ ରେ ଆସିକା ସରକାରୀ ଚିକିତ୍ସାଳୟ ସମ୍ପର୍କରେ
ସଙ୍ଗର୍ସ ଏହି ଖବର ପ୍ରକାଶ ପାଇଥିଲା । ଆସ୍କା ଉପଖଣ୍ଡ ଚି କି ତ୍ସାଳୟର ପୁନଃ ଉନ୍ନତି କରଣଯୋଜନାରେ ଚାଲିଛି ଆମ
ଡାକ୍ତର ଖାନା ୫ଟି ରୂପାନ୍ତରଣର କୋଠ ନିର୍ମାଣ କାର୍ଯ୍ୟ। ଗତ ଜୁନ ୯ ତାରିଖ ଦିନ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ଵାଇଁ ଭିଭିପ୍ରସ୍ତର ସ୍ଥାପନ କରିଥିଲେ। ଏହି କୋଠା ନିର୍ମାଣ
ପାଇଁ ଆମ ଡାକ୍ତର ଖାନା ୫ଟି ମାଧ୍ୟମରେ ୧ କୋଟି ୬୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ପରେ ରାତ୍ର ସମୟରେ ଯୁଦ୍ଧ କାଳୀନ ଭିତ୍ତି ରେ ନିମ୍ନ ମାନର କାର୍ଯ୍ୟ ଚାଲିଥ୍ ସାଧରଣରେ
ହୋଇଥ୍ ଲା ।ରୋଗିକୁ ମଧ୍ୟ ରେଫେର- ଟୁ-ବ୍ରହ୍ମପୁର ବୋଲି ରୋଗୀଙ୍କୁ ପଠାଇ
ଦିଅନ୍ତି ବୋଲି ଅଭିଯୋଗ ହୁଏ ।ଅଧିକାଂଶ ସମୟରେ ଡାକ୍ତରମାନେ ନିଜ ସରକାରୀ ବାସଭବନରେ ରୋଗୀ ଚିକିତ୍ସା କରିଥାନ୍ତି
ଅଭିଯୋଗ ସରକାରଙ୍କ ନିର୍ଦ୍ଧାରିତ ଓ ଚୁକ୍ତି
'ହୋଇଥିବା ମୁତାବକ କାର୍ଯ୍ୟ ନ ଅଧିକାଂଶ କରି ରାତ୍ର ସମୟରେନେଇ ଖବର ପ୍ରକାଶ ପାଇଥିଲା।ଏବଂ ଆସିକା ସରକାରୀ ଚିକିତ୍ସା ଳୟ ଉପରେ କବି ସୂର୍ଯ୍ୟନ ଗ ର ,
ଧରାକୋଟ ବ୍ଲକ, ବାଲିପଦର, ବୁଗୁଡା ସମେତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ନିର୍ଭର କରିଥାନ୍ତି ।ଏଠାରେ ୧୮ ଜଣ ଡାକ୍ତର ରହିବା ବଦଳରେ ମାତ୍ର ୪ ଜଣ ଡାକ୍ତର
ଦୀର୍ଘ ଦିନ ହେଲା କାର୍ଯ୍ୟ ସମ୍ପାଦନ
କରୁ ଛନ୍ତି । ଏଠାରେ ଚିକିତ୍ସା ହେବାକୁ ଆସୁଥିବା ରୋଗୀ ଏବଂ ସମ୍ପର୍କୀୟ ମାନେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଲେ ଡାକ୍ତରଙ୍କ ପାଖରେ ଚିକିତ୍ସା କରିବାକୁ ସମୟ ମିଳେ । କେତେକ ଡାକ୍ତର ସାମାନ୍ୟ ରୋଗୀ ଚିକିତ୍ସା ନ କହିଲେ
ଭଲଯିଏ ଯାଇଛି ସେ ଜାଣିଛି । ଏହି
ସବୁ ସମସ୍ୟା ଖବର ପ୍ରକାଶ ପରେ ଆଜି ବିଧାୟି କା ଅଚାନକ ପରିଦର୍ଶନରେ ଆସି ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଦୀପକ କୁମାର ସାମନ୍ତରାଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ପରେ ଉପଖଣ୍ଡ କରିଥିଲେ।ଚିକିତ୍ସାଳୟର ପୁନଃ ଉନ୍ନତି କରଣ ଯୋଜନା ରେ ଚାଲିଥିବା ଆମ ଡାକ୍ତର ଖାନା ୫ ଟି ରୂପାନ୍ତରଣର କୋଠା ନିର୍ମାଣ କାର୍ଯ୍ୟ ତଦାରଖକରିଥିଲେ ହେଲେ କେବଳ ଠିକାଦାର ମହାଶୟ ଉପସ୍ଥିତ ଥିଲେ କିନ୍ତୁ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ ଉପସ୍ଥିତ ନଥିଲେ ଚାଲିଥିବା ନିମ୍ନ ମାନର କାମ ର ତଦନ୍ତକିଏ କରିବ ବୋଲି ସାଧରଣ ରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି ।