ଖନ୍ତାପଡ଼ା : ଖନ୍ତାପଡ଼ା ବଜାର ଠାରୁ ଖନ୍ତାପଡ଼ା ରେଳ ଷ୍ଟେସନ ପର୍ଯ୍ୟନ୍ତ ଗତ କାଲି ରାସ୍ତାର ଦୁଇ ପାର୍ଶ୍ଵ ଭଙ୍ଗା ହେବାକୁ ନେଇ ସ୍ଥାନୀୟ ବଜାର କମିଟି ତରଫ ରୁ ବିରୋଧ ¡ ରାସ୍ତା ର ଓସାର କମ ଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟାତ ପାଇଁ ଅନେକ ସମୟ ରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! NHAI ତରଫ ରୁ ଉକ୍ତ ରାସ୍ତା କୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ଦୀର୍ଘ ଦିନରୁ ଦୋକାନୀ ମାନଙ୍କୁ ନୋଟିସ ଦେଇଥିଲେ ମଧ୍ୟ ଦୋକାନୀ ମାନେ କୋର୍ଟ ର ନିୟମ ଉଲଘଂନ କରିଛନ୍ତି ! ଗତ କାଲି ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ଖନ୍ତାପଡ଼ା କୁ ଆସି ଦୋକାନୀ ମାନଙ୍କ ସହିତ ଆଲୋଚନା କରି ପୁଣି ଉଛେଦ ପ୍ରକ୍ରିୟା ଏକ ମାସ ସମୟ ଦେଇଥିବାର ଜଣାପଡିଛି !! ବ୍ୟୁରୋ ରିପୋର୍ଟ Mahesh Malik, ସଂଘର୍ଷ ଟିଭି, ବାହାନଗା
ଖନ୍ତାପଡ଼ା ସ୍ଥାନୀୟ ବଜାର କମିଟି ର ବିରୋଧ
By: SANGHARSA TV
0
Tags
Breaking News


