ସାମ୍ବାଦିକ ପ୍ରଦୀପ କୁମାର ସ୍ବାଇଁଙ୍କୁ ହତ୍ୟା ଧମକ୍
ସାମ୍ବାଦିକ ପ୍ରଦୀପ କୁମାର ସ୍ବାଇଁଙ୍କୁ ହତ୍ୟା ଧମକ୍, ଥାନାରେ ଏତଲା ଧୂଳି ଦେଇ ମାସକୁ ମାସ ମୋଟା ଅଙ୍କର ଟଙ୍କା ଲୁଟି ଚାଲିଛନ୍ତି । ଏହା ବର୍ତମାନତଦନ୍ତ ପରିସର କୁ ଆସୁଲୌ ବୁଦ୍ଧିଜୀବୀ ମହଳରେ ଦାବି ହୋଇଛି । ଏହାର
ଭଞ୍ଜନଗର : ଭଞ୍ଜନଗର ଉତ୍କଳ ସମ୍ବାଦିକ ସଙ୍ଘର ସଭାପତି, ତଥା ୧୫ବର୍ଷ ପୁରୁଣା ସାମ୍ବାଦିକ ପ୍ରଦୀପ କୁମାର ସ୍ବାଇଁ ଙ୍କୁ ହତ୍ୟା ଧମକ୍ ଦେଇଛନ୍ତି ଜଣେ ଶିକ୍ଷକ ଯାହାର ନାମ ସୁଧାର ବେହେରା । ସୂଚନା ମୁତାବକ ସୁଧାର ବେହେରା ଭଞ୍ଜନଗର ଗୋଷ୍ଠି ଶିକ୍ଷା ଅଧୀନରେ ଥିବା ସ୍ଥାନ କୋଟିଏ ଅଫର ପ୍ରକାମେରୀ ସ୍କୁଲରେ ସେ ଭାରପ୍ରପ୍ତ ପ୍ରଧାନ ଶିଷକ ଭାବେ କାର୍ଯ୍ୟରତ। ତାଙ୍କ ର ସ୍ତ୍ରୀ ସଂଯୁକ୍ତା ସେ ଏବେ ଆସିକା ସି, ଡି. ପି. ଓ ଅଫିସରେ ସୁପରଭାଇଜର ଭାବେ ଜାଲି ଜାତି ଗତ ପ୍ରମାଣ ପତ୍ର ଦେଇ ଦୀର୍ଘ ବର୍ଷ ହେବକାର୍ଯ୍ୟ କରିଆସୁଛନ୍ତି । ଏହି ବିଷୟକୁ
ସାମ୍ବାଦିକ ପ୍ରଦୀପ କୁମାର ସ୍ବାଇଁ ଗଞ୍ଜାମ
ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଅଭିଯୋଗ
କରିଥିଲେ । ଜିଲ୍ଲା ପ୍ରଶାସନ ଏହାର ତଦନ୍ତ
ଦେବାପାଇଁ ଭଞ୍ଜନଗର ଅଫିସ କୁ ତଦନ୍ତ ପାଇଁ। ଭଞ୍ଜନଗର ତହସିଲ । ସାମ୍ବାଦିକ ସଂଘ ର ସମସ୍ତ ସଭ୍ୟ ହେବାପରେ ଚାକିରୀ ହୋଇ ଭଞ୍ଜନଗର ଥାନରେ ସୁଧୀର ବେହେରା ନାମରେ ଏକ ଏତଲା
ଦେଇଛନ୍ତି । ଏଠି ଗୋଟିଏ ପ୍ରଶ୍ନ ଯାହାକି
କରି ରିପୋର୍ଟ ତହସିଲଦାର ନିର୍ଦ୍ଦେଶ ଆସିଥୁଲା ପକ୍ଷରୁ ତଦନ୍ତ ଚାଲିଯିବା ଭୟରେ ସଂଯୁକ୍ତା ବେହେରାଙ୍କ ସ୍ଵାମୀ ସୁଧୀର ବେହେରା ପ୍ରଥମେ ସାମ୍ବାଦିକ ପ୍ରଦୀପ କୁମାର ସ୍ବାଇଁ ଙ୍କ ସୁଧାର ବେହେରା ଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ ନିକଟକୁ ଯାଇ କୋର୍ ? ଜବରଦସ୍ତ ତାଙ୍କ । ସେ ଜଣେ ଶୁଣ୍ଠି ଜାତିର ଯାହାକି ଓବିସି ପକେଟରେ ଗୋଟିଏ ଲଫାଫା ଭରି କରିଦେଇଥିଲେ ଯାହାକୁ ଶ୍ରୀ ସ୍ବାଇଁ ସୁଯୋଗ ନ ଦେଇ ବାରଣ କରିଥିଲେ । ଏଥିରେ ସେ ଉତେଜିତ ହୋଇ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇ ଚାଲିଆସିଥିଲେ । ତତ୍ କ୍ଷଣାତ ସାମ୍ବାଦିକ ପ୍ରଦୀପ କୁମାର ସ୍ବାଇଁ ଏବଂ ବ୍ୟକ୍ତି ଅଟନ୍ତ କିନ୍ତୁ ସେ ସୁଧର ବେହେରା ଙ୍କୁ ବିବାହ ପରେ ସେ ସଂଯୁକ୍ତା ସାହୁ ରୁ ସଂଯୁକ୍ତା ବେହେରା କରି ଜାତିକୁ ଏସ୍.ସି ରେ ପରିବର୍ତ୍ତନ କରିଛନ୍ତି କିପରି ?
ଯାହାକି ଏକ ଆଇନଗତ ଅପରାଧ । ଜାତି
କେବଳ ଜନ୍ମ ଅନୁସାରେ ମହିଳାଙ୍କ
ହୋଇଥାଏ ।ଜାତି କୌଣସି ପରିସ୍ଥିତିରେ
ର ବ୍ୟବସ୍ଥା ନାହିଁ। ସଂଯୁକ୍ତା ସାହୁ ସୁଣ୍ଢି ଜାତି ର ହୋଇ ଚଞ୍ଚକତା କରି ଏସ୍. ସି ଜାତି ଗତ ପ୍ରମାଣ ପତ୍ର ହାସଲ କରି ଦୀର୍ଘ ବର୍ଷ ଧରି ସରକାରଙ୍କ ଆଖିରେ ଧୂଳି ପକାଇ କିପରି କାଯ୍ୟ କିପରି କରିଛନ୍ତି।
ସାମ୍ବାଦିକ ନିରପେକ୍ଷ ତଦନ୍ତ କରିବାକୁ ଜାଇଥିଲେ।ସାମ୍ବାଦିକ ମୁଣ୍ଡ
ଟେକିବା ପରେ ତାଙ୍କୁ ହତ୍ୟା ଧମଜ୍ ?
ଦିଆଯାଉଛି । ଏଠି ସାମ୍ବାଦିକ ମାନଙ୍କୁ
କେତେ ସୁରକ୍ଷା ଦିଆଯାଇଛି ଏବଂ ନ୍ୟାୟ
ପ୍ରଦାନ କରାଯାଉଛି ତାହା ଦେଖୁଳା ପାଇଁ
ଅପେକ୍ଷା । ଏହା ଭିତରେ ଜନ ଶୁଣାଣି
ରେ ଜିଲ୍ଲା ପାଳ, ଏହି ଙ୍କୁ ଭେଟି ନିଜ
ଜିବନ ସୁରକ୍ଷିତ ରଖୁବା ପାଇଁ ସୁରକ୍ଷା
ବ୍ୟବସ୍ଥା ଦେବାକୁ ଦାବିକରିଛନ୍ତି
ନାଟକୀୟ ଢଙ୍ଗରେ ସାମ୍ବାଦିକ ଅଭିଯୋଗ
କରିବାର କିଛି ସମୟ ପରେ ପୁଲିସ
ଫୋନ କରିକି ଅଭିଯୋଗ ଶିକ୍ଷକ କୁ
ଡାକିବା ଫଳରେ ସେବି ଏକ ଅଭିଯୋଗ
ପ୍ରଦିପ କୁ ବିରୋଧ ରେ ଦେଇଥିବା
ବେଳେ ପୁଲିସ ରଲୟ ଙ୍କ ନାରେ କେସ୍ ?
ରୁଜୁ କରି ତଦନ୍ତ ଜାରିରଖୁଛି। ସୂଚନା
ଆଇନ ଅନୁଯାୟୀ ତଥ୍ୟ ମାଗିବା ପରେ
ଶିକ୍ଷକ ହତ୍ୟା ଧମକ ଦେବା ସାଧାରଣ
ସେ ନା ପ୍ରସନ୍ଦ କରୁଛନ୍ତି।