ମଧୁବାବୁ ପେନସନ ଯୋଜନା ରେ ସାମିଲ ହେଲେ 1747 ଜଣ ହିତାଧିକାରୀ
ଆସିକା 17/8/23
ଆସିକା-(ମନୋଜ କୁମାର ସାହୁ)ମଧୁବାବୁ ପେନସନ ଯୋଜନା ରେ ସାମିଲ ହେଲେ 1747 ଜଣ ହିତାଧିକାରୀ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଙ୍କ ଜିଲ୍ଲା ସାମାଜିକସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆସିକା ବ୍ଲକ ର 04 ଗୋଟି ଜିଲ୍ଲା ପରିଷଦ ଜୋନ ର 27 ପଂଚାୟତ ରେ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା ମଧୁବାବୁ ପେନସନ ଯୋଜନା ମେଳା | ଏହି
କାର୍ଯ୍ୟକ୍ରମ ରେ ବିଭିନ୍ନ ଦିବସ ରେ ଆସିକା ସାଂସଦ ପ୍ରମିଳାବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ,ଆସିକା ବ୍ଲକ ଅଧ୍ୟକ୍ଷତ୍ରିବେଣୀ ନାହାକ, ଉପାଧ୍ୟକ୍ଷା ଡ଼ି.ରେସମା
ଦୋରା,ଗଞ୍ଜାମ ଆସିକା ମଣ୍ଡଳ ଉନ୍ନୟନ ଅଧୁକାରୀ ଫକୀର ଚରଣ ପରିଡା,ଜିଲ୍ଲା
ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବ୍ଲକ ଅଧକ୍ଷ ପ୍ରତିନିଧୂ ସନ୍ୟାସୀ ନାହାକ, ବ୍ଲକ ବିଜେଡ଼ି ସଭାପତି ରାଜେଶ
ପଟନାୟକ,ଜିଲ୍ଲାପରିଷଦ ସଦସ୍ୟ ଡ଼ି. ମନୋଜ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡା,ତନ୍ମୟି ନାହାକ, ସୌଦାମିନୀ ନାହାକ,ପ୍ରମୁଖ ଅତିଥୁ ରୂପେ ଯୋଗ ଦେଇଥିଲେ I
ଆଲିପୁର ପଂଚାୟତ ରେ 42, ବାବନପୁର ରେ 49, ବଦଖୋଲି ୨୦, ବାଲିଚ୍ଛାଇ 57,
ବାଲିସିରା 74, ବାଙ୍ଗରଡା 62, ବରଗାଁ 126, ଭେଟନଇ 62, ବେଣାପାଟ 35,
ଚଢ଼େୟାପଲ୍ଲୀ 51, ଦେବଭୂମି 96, ଗହଂଗୁ 6, ଗାଙ୍ଗପୁର 61, ଗୁଣ୍ଡାପଡା 56,
ହରିଡ଼ାପଦର 129, ଜୟପୁର 96, କାଳଷଣ୍ଢ ପୁର 74, କମାଗଡ଼ 44, କେନ୍ଦୁପଦର34, ଖଣ୍ଡଦେଉଳି 44, ଖାରିଆ 128, ମଙ୍ଗଳପୁର 66, ମୁନିଗାଡ଼ି 25, ନଳବଣ୍ଟା 39,ନିମିନା 60, ପାଣ୍ଡିଆପଥର 94, ସିଦ୍ଧନଇନାହାକ,
ସିଦ୍ଧନଇ 43 ଜଣ ହିତାଧୁକାରୀ
ମାନଙ୍କୁ ପ୍ରତେକ ପଂଚାୟତ କାର୍ଯ୍ୟଳୟ ରେ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟା,
ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ । ଚଢ଼େୟାପଲ୍ଲୀ ପଂଚାୟତର ସରପଞ୍ଚ ଜୟସେନ ସ୍ବାଇଁ, ସମିତି ରୀତା ଜେନା,ନାଏବ ସରପଞ୍ଚ ପ୍ରତିମା
ସାହୁ,ବାଲିସିରା ସରପଞ୍ଚ ଦୈତାରୀ ବେହେରା, ମଙ୍ଗଳପୁର ଦେବରାଜ ନାହାକ,ଦେବଭୂମି ଆସାନ୍ତିବେହେରା, ଗାଙ୍ଗପୁର ମନୋଜ ନାହାକ, ନିମିନା ବିଦ୍ୟାନ୍ନ ଚର୍ଜି ପ୍ରମୁଖସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ,ବହୁ ୱାର୍ଡ ସଭ୍ୟ, ସଭ୍ୟା, ପ୍ରମୁଖସଂଯୋଜନା କରିଥିଲେ । ଗ୍ରାମର ବହୁ ସମାଜସେବୀ
ରାଜେନ୍ଦ୍ର ପାତ୍ର, ଆଶିଷମିଶ୍ର,ପ୍ରଣୟମିଶ୍ର
,ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ଭୂୟାଁ ପ୍ରମୁଖସହଯୋଗ କରିଥିଲେ ।