ଆସିକା :ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଓଡିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସୋମବାର ସ୍ଥାନୀୟ ସାବିତ୍ରୀ କଲ୍ୟାଣ ମଣ୍ଡପ ପରିସରରେ ନିର୍ମାଣ
ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବନ
ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା
ସହକାରୀ ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବନ ଶିବିରରେ ମୁଖ୍ୟ ଅତିଥି ରୂପେ ବିଧାୟିକା ମଞ୍ଜୁଳା ସ୍ଵାଇଁ, ଏନ୍ଏସି ଆକ୍ଷା ବିନେତା ସ୍ବାଇଁ, ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ, ସାଂସଦଙ୍କ ପ୍ରତିନିଧି ସତ୍ୟନାରାୟଣ ସ୍ଵାଇଁ, ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଦିଲୀପ କୁମାର ପାଣିଗ୍ରାହୀ,
ଓ ସଂପାଦକ ଅଭିମନ୍ୟୁ ନାହାକ, ଆସିକା ବ୍ଲକ୍ ବିଜେଡି ସଭାପତି ରାଜେଶ କୁମାର
ପଟ୍ଟନାୟକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ବାବୁ
ଚରଣ ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର
ନାଥ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ସହାୟତା ବୟସ ଅଧିକ ବଣ୍ଟନ ଟଙ୍କା ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କ
ସଞ୍ଚୟ ଖାତାକୁ ପଠାଯାଇଥିଲା। ଏହି
ଅବସରରେ ନୂତନ ପଞ୍ଜିକୃତ । ୧୯୦
ଶ୍ରମିକଙ୍କ ପରି ଚୟପତ୍ର କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ମହାରଣା,
କାଳୁଚରଣ ପାତ୍ର,କେ.ଉଦିନ କୁମାର ପାତ୍ର, ଟୁକୁନା ନାହାକ, ମନୋଜ କୁମାର ଗୌଡ, ସୁନିଲ କୁମାର ସ୍ୱାଇଁସମେତ ଶ୍ରମ ବିଭାଗର
ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ଏମ ଜିଲ୍ଲା ଅଧିକ ଅଞ୍ଚଳରେ
ବର୍ତ୍ତମାନ ସୁଦ୍ଧା ମୋଟ ୧ ଲକ୍ଷ ୫୦
ହଜାର ୩୨୮ ନିର୍ମାଣ ଶ୍ରମିକ ପଞ୍ଜିକୃତ
ହୋଇଥିଲା ବେଳେ ୧୪୨୫୫
ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ
ସରକାର କାର୍ଯ୍ୟକାରୀ କରୁଥିବା ଶିକ୍ଷା
ସହାୟତା, ବିବାହ ସହାୟତା, ପ୍ରସୂର୍ବକାଳୀଳ ସହାୟତା, ଯନ୍ତ୍ରପାତି ସହାୟତା, ସାଇକେଲ ସହାୟତା, ନିରାପଜ୍ଜା ଉପକରଣ ସହାୟତା,
ଯୋଜନାଗୁଡିକ ଉପରେ ଆଲୋକପାତ କରି ପ୍ରତ୍ୟେକ ନିର୍ମାଣ ଶ୍ରମିକ ଓର୍କଶା କୋଠବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇ ସରକାର ଯୋଗାଇ ଦେଇଥିବା ସହାୟତାର ସୁଯୋଗ ୬୦୦ ଟଙ୍କା, ବିବାହ ସହାୟତା ବାବଦକୁ ୬୧ ହିତାଧିକାରୀଙ୍କୁ ୩୦ ଲକ୍ଷ ୨୫ ହଜାର ଟଙ୍କା,ପ୍ରସୂତିକାଳାଳ ସହାୟତା ବାବଦକୁ ୨ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା, ମୃତ୍ୟୁ ଓ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୩୮ ଅଣସଂଗଠିତ ବୋର୍ଡରେ ପଞ୍ଜିକୃତ ହୋଇଥିବା ଓ ଜିଲ୍ଲାରେ ସାମାଜିକ ସୁରକ୍ଷା ମୃତ୍ୟୁକାଳୀନ ସହାୟତା, ଅନ୍ତେଷ୍ଟିକ୍ରିୟା ନେବାକୁ ଅତିଥିମାନେ ଆହ୍ୱାନ କରିଥିଲେ। ହିତାଧିକାରୀଙ୍କୁ ୪୨ ଲକ୍ଷ ୮୫ ହଜାର ଟଙ୍କା ବୋର୍ଡ ପକ୍ଷରୁ ୩୭ ହିତାଧିକାରୀଙ୍କୁ
ସହାୟତା, ଦୁର୍ଘଟଣାଜନିତ ସହାୟତା,
ଚିକିତ୍ସା ସହାୟତା ସମେତ ବିଭିନ୍ନଏହି ଅବସରରେ ଶିକ୍ଷା ସହାୟତା ବାବଦକୁ
୨୦୫ ହିତାଧିକାରୀଙ୍କୁ ୪ ଲକ୍ଷ ୯୪ ହଜାର
ସମୁଦାୟ ୩୦୬ ହିତାଧିକାର ସହାୟତା ରାଶି।ବାବଦକୁ ୨୮ ଲକ୍ଷ ୨୪ ହଜାର ୬୦୦ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।