ବ୍ରହ୍ମପୁର: ସାରା ରାଜ୍ୟରେ ଆସିକା ଏକ ଅପରାଧ ପରାୟଣ କେନ୍ଦ୍ର ରୂପ କିଛି ବର୍ଷପୂର୍ବେ ପରିଚିତ ଥିଲା। କିନ୍ତୁ ତଳ ଦିନେ ଶରତ ଚନ୍ଦ୍ର ବୁରୁଦା, ବାଲେଶ୍ବର ଗି, ସନ୍ତୋଷ କୁମାର ଜେନା ଓପ୍ରଶାନ୍ତ କୁମାର ସାହୁ ଭଳି ଥାନା ଅଧିକାରୀ ମାନେ ଏଠାରେ ଦାୟିତ୍ୱ ନେବେ ପରେ ଆସିକା ରେ ଆଇନଶୃଙ୍ଖଳା ରେ ସୁଧାର ଆସିଥିଲା। ବର୍ତ୍ତମାନ ଏଠାରେ ଥିବା ପ୍ରଶାନ୍ତ କୁମାର ସାହୁ ପୁରୀ ଜିଲ୍ଲାକୁ ଡି ଏସ ପି ଭାବେ
ବଦଳି ହେବା ପରେ ପି ସ୍ବରୂପ କିଶନ ଆସିକା ଥାନା ନୂତନ ଥାନାଅଧିକାରୀ
ଭାବେ ଦାୟିତ୍ବ ନେଇଛନ୍ତି। ପ୍ରଶାନ୍ତ କୁମାର ସାହୁ ଙ୍କ ବିଦାୟ କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଆସିକାବ୍ରହ୍ମପୁର: ୩ -୮ ସାରା ରାଜ୍ୟରେ ଆସିକା ଏକ ଅପରାଧ ପରାୟଣ କେନ୍ଦ୍ର ରୂପ କିଛି ବର୍ଷପୂର୍ବେ ପରିଚିତ ଥିଲା। କିନ୍ତୁ ତଳ ଦିନେ ଶରତ ଚନ୍ଦ୍ର ବୁରୁଦା, ବାଲେଶ୍ବର ଗି, ସନ୍ତୋଷ କୁମାର ଜେନା ଓପ୍ରଶାନ୍ତ କୁମାର ସାହୁ ଭଳି ଥାନା ଅଧିକାରୀ ମାନେ ଏଠାରେ ଦାୟିତ୍ୱ ନେବେ ପରେ ଆସିକା ରେ ଆଇନଶୃଙ୍ଖଳା ରେ ସୁଧାର ଆସିଥିଲା। ବର୍ତ୍ତମାନ ଏଠାରେ ଥିବା ପ୍ରଶାନ୍ତ କୁମାର ସାହୁ ପୁରୀ ଜିଲ୍ଲାକୁ ଡି ଏସ ପି ଭାବେ
ବଦଳି ହେବା ପରେ ପି ସ୍ବରୂପ କିଶନ ଆସିକା ଥାନା ନୂତନ ଥାନାଅଧିକାରୀ
ଭାବେ ଦାୟିତ୍ବ ନେଇଛନ୍ତି। ପ୍ରଶାନ୍ତ କୁମାର ସାହୁ ଙ୍କ ବିଦାୟ କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଆସିକା
ରାଜନେତା,ବ୍ୟବସାୟୀ, ସରକାରୀ କର୍ମଚାରୀ ଓ ସାଧରଣ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନୂଆ ଥାନା ବାବୁଙ୍କୁମଧ୍ୟ ପୁଷ୍ପଗଛ ଦେଇସମର୍ଥନା କରିଥିଲେ।ଏବେ ବି କେତେକ ବ୍ୟବସାୟୀ ରାଜନେତା ଙ୍କୁ ଧରି ଥାନା ବାବୁଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ନେଇ ଆଲୋଚନା ହେଉଛି।ଏପଟେ ନୂଆ ଥାନା ବାବୁ ଦାୟିତ୍ବ ନେବା ପରେ ଚୋରାବାଲି ବ୍ୟବସାୟ ବନ୍ଦ ରହିଛି।ସେହି ପରି ଚୋର ମଦ ବ୍ୟବସାୟୀ ଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି ବୋଲି ଖବର ମିଳୁଛି ।ଚୋରା ରେ ନିଶା ଦ୍ରବ୍ୟ ଓ ଅନ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଗତି ବିଧୂ ଉପରେ ନଜର ରଖୁ ସେମାନଙ୍କ ର ସାମ୍ରାଜ୍ୟ ପୁଣି କେମିତି ଚାଲିବ ପ୍ରୟାସ ଓ ସୁଯୋଗ ଖୋଜୁଥିବା ସାଧରଣ ରେ ଆଲୋଚନା ହେଉଛି। ଦେଖା ଯାଉଛି ଆଗାମୀ ଦିନରେ ସେମାନେ ସଫଳ ହେଉଛନ୍ତି ନା ପୋଲିସି ପଞ୍ଝା ରେ ପଡୁଛନ୍ତି ତାହା ସମୟ ହିଁ କହିବ । ସାଧାରଣ ଲୋକ ଥାନା କୁ ଯିବାକୁ ଭୟ କରୁଥିଲେ ଅଭିଯୋଗ ତ ଦୂରର କଥାନୂତନ ଥାନା ଅଧିକାରୀ ସାଧାରଣ ଜନତା ଙ୍କ ସ୍ବର ହୋଇ ଠିଆ ହେବେ ନା ଇତିହାସ ର ପୁନରାବୃତ୍ତି କରିବେ ତାହା ସମୟସାଫେକ୍ଷ...।