ଆସିକା ବ୍ଳକରେ ମହାଦୃନିତୀ
ଆସିକା 05/08 ନିପ୍ର -ଆସିକା ବ୍ଲକ ରେ ନଳବଣ୍ଟା ସରପଞ୍ଚ କୁ ଗୋଡେଇ ଗୋଡେଇ ପିଟିଲେ ବି.ଏଫ.ଟି l ଆସିକା ବ୍ଲକ ନଳବଣ୍ଟା ପଞ୍ଚାୟତ ରେ 2022-2023 ଆର୍ଥିକ ବର୍ଷରେ ଏମ.ଜି.ଏନ.ଆର.ଜି.ଏସ ର 33 ଲକ୍ଷ ଟଙ୍କା ର ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ 16 ଲକ୍ଷ ଟଙ୍କା ର ନଳବଣ୍ଟା ଜି ଆର ଏସ ଆସିକା 05/08 ନିପ୍ର - ଆସିକା ବ୍ଲକ ରେ ନଳବଣ୍ଟା ସରପଞ୍ଚ କୁ ଗୋଡେଇ ଗୋଡେଇ ପିଟିଲେ ବି.ଏଫ.ଟି l ଆସିକା ବ୍ଲକ ନଳବଣ୍ଟା ପଞ୍ଚାୟତ ରେ 2022-2023 ଆର୍ଥିକ ବର୍ଷରେ ଏମ.ଜି.ଏନ.ଆର.ଜି.ଏସ ର 33 ଲକ୍ଷ ଟଙ୍କା ର ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ 16 ଲକ୍ଷ ଟଙ୍କା ର ନଳବଣ୍ଟା ଜି ଆର ଏସ ମିଥ୍ୟା ବିଲ କରି ନେଇଯାଇଥିବା ଘଟଣାକୁ କନ୍ଦ୍ର କରି ଆଜି ବ୍ଲକ ଠାରେ ନଳବଣ୍ଟା ସରପଞ୍ଚ ପ୍ରତିବାଦ କରିଥିଲେ l ଏହାକୁ କେନ୍ଦ୍ର କରି ବିଡ଼ିଓ ଫକୀର ଚରଣ ପରିଡାଙ୍କ ଉପସ୍ଥିତିରେ ବ୍ଲକ ସମିତି ସଭା ଗୃହ ଠାରେ ସରପଞ୍ଚ ଙ୍କୁ ବି ଏଫ ଟି ପ୍ରଦୀପ ଜେନା ଗୋଡେଇ ଗୋଡେଇ ପିଟିଥିଲେ l ଏଠାରେ ସରପଞ୍ଚ ଲହୁ ଲୁହାଣ ହୋଇଯାଇଥିଲା l ବ୍ଲକ ରଣକ୍ଷେତ୍ର ପାଲଟିଥିଲା ସେଠାରେ ଉପସ୍ଥିତ ଗହଙ୍ଗୁ ସରପଞ୍ଚ ମନୋଜ ପରିଡା ଓ ପାଣ୍ଡିଆ ପଥର ସରପଞ୍ଚ ନୀଳାଞ୍ଚଳ ଗୌଡ଼ ପ୍ରମୁଖ ବି.ଏଫ.ଟି ଙ୍କ ଆକ୍ରମଣ ରୁ ସରପଞ୍ଚ ଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସା ଲୟ ଠାରେ ପ୍ରାଥମିକ ଚିକିତ୍ସା କରି ସରପଞ୍ଚ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l ଏହି ଘଟଣା ବିରୁଦ୍ଧରେ ନଳବଣ୍ଟା ସରପଞ୍ଚ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ପ୍ରକାଶ ଥାଉକି ଆସିକା ବ୍ଲକରେ ଥିବା 27 ପଞ୍ଚାୟତରେ ଏମ.ଜି.ଏନ.ଆର.ଜି.ଏସ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି l ଆସିକା ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିଅର ଓ ପଞ୍ଚାୟତ ରେ ଥିବା କନିଷ୍ଠ ଯନ୍ତ୍ରୀ,ପି ଇ ଓ ବିଏଫ ଟି, ମିଶି ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିରେ ଲିପ୍ତ ରହିଥିବା ଚର୍ଚ୍ଚା ହେଉଛି l ଆସିକା ବିଡ଼ିଓ,ଆସିଷ୍ଟାଣ୍ଟ ଇଞ୍ଜିନିଅର ଓ ପଞ୍ଚାୟତ ରେ ଥିବା କନିଷ୍ଠ ଯନ୍ତ୍ରୀ,ପି ଇ ଓ ବିଏଫ ଟି, ଜିଆରଏସ ମାନେ ବ୍ଲକ ଅଧକ୍ଷ, ବିଧାୟକ ଙ୍କ କଥା ମଧ୍ୟ ଶୁଣୁନଥିବା ସରପଞ୍ଚ ମାନେ ଅଭିଯୋଗ କରୁଛନ୍ତି l ବରଂ କହୁଛନ୍ତି ଆମକୁ ଜିଲ୍ଲାପାଳ, ଏମ ଜି ଏନ ଆର ଜି ଏସ ପି.ଡି ଓ 5t ସଚିବ ଭି କେ ପାଣ୍ଡିଆନ କହିଛନ୍ତି ଯେ କୌଣସି ନିର୍ବାଚିତ ପ୍ରତିନିଧିଙ୍କ କଥା ଶୁଣିବା ନାହି ବୋଲି l ଆସିକା ବ୍ଲକର ଅବସ୍ଥା ଦିନକୁ ଦିନ ଅଣାୟତ୍ତ ହେବାକୁ ଲାଗିଲାନି l ଗଞ୍ଜାମ ଜିଲ୍ଲାର 22 ବ୍ଲକ ମଧ୍ୟରୁ ଆସିକା ବ୍ଲକ ରେ କୌଣସି ଆଖିଦୃଷ୍ଟିଆ ଉନ୍ନତି କାର୍ଯ୍ୟ ନହୋଇ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ଵିଷୟ ପାଲଟିଛି l ବ୍ଲକ ଠାରେ ନଳବଣ୍ଟା ସରପଞ୍ଚ ପ୍ରତିବାଦ କରିଥିଲେ l ଏହାକୁ କେନ୍ଦ୍ର କରି ବିଡ଼ିଓ ଫକୀର ଚରଣ ପରିଡାଙ୍କ ଉପସ୍ଥିତିରେ ବ୍ଲକ ସମିତି ସଭା ଗୃହ ଠାରେ ସରପଞ୍ଚ ଙ୍କୁ ବି ଏଫ ଟି ପ୍ରଦୀପ ଜେନା ଗୋଡେଇ ଗୋଡେଇ ପିଟିଥିଲେ l ଏଠାରେ ସରପଞ୍ଚ ଲହୁ ଲୁହାଣ ହୋଇଯାଇଥିଲା l ବ୍ଲକ ରଣକ୍ଷେତ୍ର ପାଲଟିଥିଲା ସେଠାରେ ଉପସ୍ଥିତ ଗହଙ୍ଗୁ ସରପଞ୍ଚ ମନୋଜ ପରିଡା ଓ ପାଣ୍ଡିଆ ପଥର ସରପଞ୍ଚ ନୀଳାଞ୍ଚଳ ଗୌଡ଼ ପ୍ରମୁଖ ବି.ଏଫ.ଟି ଙ୍କ ଆକ୍ରମଣ ରୁ ସରପଞ୍ଚ ଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସା ଲୟ ଠାରେ ପ୍ରାଥମିକ ଚିକିତ୍ସା କରି ସରପଞ୍ଚ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l ଏହି ଘଟଣା ବିରୁଦ୍ଧରେ ନଳବଣ୍ଟା ସରପଞ୍ଚ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ପ୍ରକାଶ ଥାଉକି ଆସିକା ବ୍ଲକରେ ଥିବା 27 ପଞ୍ଚାୟତରେ ଏମ.ଜି.ଏନ.ଆର.ଜି.ଏସ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି l ଆସିକା ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିଅର ଓ ପଞ୍ଚାୟତ ରେ ଥିବା କନିଷ୍ଠ ଯନ୍ତ୍ରୀ,ପି ଇ ଓ ବିଏଫ ଟି, ମିଶି ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିରେ ଲିପ୍ତ ରହିଥିବା ଚର୍ଚ୍ଚା ହେଉଛି l ଆସିକା ବିଡ଼ିଓ,ଆସିଷ୍ଟାଣ୍ଟ ଇଞ୍ଜିନିଅର ଓ ପଞ୍ଚାୟତ ରେ ଥିବା କନିଷ୍ଠ ଯନ୍ତ୍ରୀ,ପି ଇ ଓ ବିଏଫ ଟି, ଜିଆରଏସ ମାନେ ବ୍ଲକ ଅଧକ୍ଷ, ବିଧାୟକ ଙ୍କ କଥା ମଧ୍ୟ ଶୁଣୁନଥିବା ସରପଞ୍ଚ ମାନେ ଅଭିଯୋଗ କରୁଛନ୍ତି l ବରଂ କହୁଛନ୍ତି ଆମକୁ ଜିଲ୍ଲାପାଳ, ଏମ ଜି ଏନ ଆର ଜି ଏସ ପି.ଡି ଓ 5t ସଚିବ ଭି କେ ପାଣ୍ଡିଆନ କହିଛନ୍ତି ଯେ କୌଣସି ନିର୍ବାଚିତ ପ୍ରତିନିଧିଙ୍କ କଥା ଶୁଣିବା ନାହି ବୋଲି l ଆସିକା ବ୍ଲକର ଅବସ୍ଥା ଦିନକୁ ଦିନ ଅଣାୟତ୍ତ ହେବାକୁ ଲାଗିଲାନି l ଗଞ୍ଜାମ ଜିଲ୍ଲାର 22 ବ୍ଲକ ମଧ୍ୟରୁ ଆସିକା ବ୍ଲକ ରେ କୌଣସି ଆଖିଦୃଷ୍ଟିଆ ଉନ୍ନତି କାର୍ଯ୍ୟ ନହୋଇ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ଵିଷୟ ପାଲଟିଛି l