ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର
ଆୟୋଜିତ କରା ଯାଇ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଛ, - - - ଭୁବନେଶ୍ବର ରେ ଡେଙ୍ଗୁ ଜ୍ଵର ଯୋଗୁଁ ରକ୍ତ ର ଆବଶ୍ୟକତା ନିମନ୍ତେ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତ ଦାନ ଶିବିର ଶିବନାଥ ଲାଇଫ ଷ୍ଟାଇଲି ଆପାର୍ଟମେଣ୍ଟ ସହିଦନଗର ଭୁବନେଶ୍ବର ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ତା .30. 8.23 ସକାଳ ଅନୁ୍ଷ୍ଠିତ ହୋଇ ଯାଉଛି, ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କରାଯାଇ ଥିଲା, ଆମର ବନ୍ଧୁ ସୁବିର ପାଣ୍ଡେ ଙ୍କ ଜନ୍ମ ଦିନ ଅବସର ରେ ସେ ଆଗ ରକ୍ତ ଦାନ କରିଥିଲେ, ଏହି ଅବସରରେ ଜାଗା ମିଶନ ର ଉପଦେଷ୍ଟା ଶ୍ରୀମତୀ ଶାସ୍ୱତୀ ମିଶ୍ର, ଜୟ ଓଡ଼ିଶା ପକ୍ଷରୁ ରୁଦ୍ର ନାରାୟଣ ସାମନ୍ତରାୟ , ଅଜୟ ଚୌଧୁରୀ ,ନିରୋଦ ନାୟକ, ରଞ୍ଜନ କୁମାର ସାମଲ, ଆତିଶ ପଣ୍ଡା, ସୋନୁ ସାହୁ ସୁଶାନ୍ତ ନାୟକ ଦିଲ୍ଲୀପ ରାୟ ,ରାହୁଲ ପଳେଇ ଶ୍ରୀନିବାସ ରାଓ, ଦିବ୍ୟଶକ୍ତି ମହାପାତ୍ର ଅନିତା ମହାପାତ୍ର, ସୁଷୁପ୍ତି ମହାପାତ୍ର, ପ୍ରମୋଦିନୀ ପଣ୍ଡା,ଦେବାଶିଷ ସାହୁ, ମୁକ୍ତି କାନ୍ତ ବାରିକ, ପଙ୍କଜ ପାଣିଗ୍ରାହୀ, ଅନ୍ନପୂର୍ଣା ସାମଲ ପ୍ରମୁଖ ଓ ଅନ୍ୟ ସମ୍ମାନୀୟ ବ୍ଯକ୍ତି ମାନେ ଉପସ୍ଥିତ ରହି ରକ୍ତ ଦାନ କରିବା ସହିତ ସହଯୋଗ କରିଥିଲେ, ,ଟ୍ରଷ୍ଟ ପକ୍ଷରୁ ସର୍ବଦା ଅବହେଳିତ ଗୁରୁଜନ ଓ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ବର୍ଷ ର ବିଭିନ୍ନ ସମୟରେ କରାଯାଇ ଥାଏ, ଅନ୍ୟ କୁ ସାହାଯ୍ଯ କରିବା ଓ ରକ୍ତ ଦାନ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ, ଆମେ ଯାହା କରୁଛେ ତାହା ଗୁପ୍ତ ଭାବେ ଇଶ୍ୱର ଙ୍କ ପାଖରେ ଲିପିବଦ୍ଧ ହେଉଛି,ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଆମେ ଅନ୍ୟ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରୁଛୁ ଆଜିର କାର୍ଯକ୍ରମ କୁ ପୋଲିସ କମିଶନରେଟ ଭୁବନେଶ୍ବର, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓ ଏଚ ଡି ଏଫ ସି ବ୍ୟାଙ୍କ ର ମିଳିତ ସହଯୋଗରେ ଆୟୋଜିତ କରା ଯାଇଥିଲା ଡ଼ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ପ୍ଲଟ, ସହିଦନଗର ଭୁବନେଶ୍ବର