ବାଲେଶ୍ୱର (sangharsatv)ବାଲେଶ୍ୱର ଜିଲ୍ଲା ବାଲିଆପାଳ ର ମମତା ଜେନା ନାମକ ରୋଗୀ ବାଲେଶ୍ୱର ହେଡ କ୍ୱାଟର ହସ୍ପିଟାଲ ରେ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ କହୁଛନ୍ତି ଯେ ରୋଗୀକୁ କେବଳ ଜ୍ଵର ହେiଇଥିଲା ଡ଼କ୍ଟର ଜମା ରୋଗୀକୁ କିଛି ଚିକତ୍ସା ନ କରି ଡ଼ିସଚାର୍ଜ କରିବାକୁ କହିଥିଲେ କିନ୍ତୁ ରୋଗୀଙ୍କ ମୃତ୍ୟୁ ହସ୍ପିଟାଲ ବେଡ଼ ରେ ମୃତ୍ୟୁ ବରଣ କଲେ ଏ କି ପ୍ରକାର ଚିକତ୍ସା!!!
ପ୍ରତିଦିନ ଏହି hospital କୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସନ୍ତି ଜଦି ଚିକିତ୍ସା ଏ ଭଳି ହେବ ତା ହେଲେ ରୋଗୀ କାହା ଉପରେ ଭରସା କରି ହସ୍ପିଟାଲ କୁ ଆସିବେ