ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଅଧୀନ ଓରବରସିଂହ ଗ୍ରାମ ରେ ବହୁ ପୁରାତନ ମନ୍ଦିର ରାସ୍ତା କଡ଼ରେ ଥିବା ମାଆ ଙ୍କ ମନ୍ଦିର ବରଗଛ ମୂଳରେ ମନ୍ଦିରଟି ଅବସ୍ଥିତ ପୁଜା ପାଉଛନ୍ତି ସେହି ଜାଗାରେ କିଛି ପଥର କାନ୍ଥ ଉପରେ ସୁନ୍ୟଛାତକରୀଥିଲେ ବନ୍ୟାରେ ପ୍ରଭାବିତ ବା ତ୍ୟାରେସେ ହିଛାତ ଭୁଷୁଡି ପଡିବାରୁ ସବୁ ଭାଙ୍ଗି ରୁଜି ଯାଇଛି ଏଣୁ ଗାଁ ଲୋକଙ୍କ ଅଭିଯୋଗ ଏମେ୍ଲେ ଓ ମନ୍ତ୍ରୀ ଓ ବିରଷ୍ଠ ଅଧିକାରୀ ଙ୍କୁ ବାରଂବାର ଅଭିଯୋଗ କରିଛନ୍ତି ତେଣୁ ତୁରନ୍ତ ଗାଁ ଲୋକଙ୍କ ଅଭିଯୋଗ ଶୁଣିବାକୁ ପ୍ରସାସନ ପାଖରେ ପହଞ୍ଚାଇବାକୁ ଚାହାନ୍ତି ଓ ପ୍ରକାଶନ ମାଙ୍କ ମନ୍ଦିର ଟି ଅଞ୍ଚଳ ପାଇଁ ଦୁଷ୍ଟିଦିଅନ୍ତୁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଶୁଣିବାକୁ ନିବେଦନ କରିଛନ୍ତି !