ଭୁବନେଶ୍ୱର (sangharsatv) ଆମ ଶରୀରର ଅନ୍ୟ ତମ ମୁଖ୍ୟ ଅଙ୍ଗ ହେଉଛି ହୃତପିଣ୍ଡ ଏହାକୁ ସୁସ୍ଥ ରଖିବା ନିମନ୍ତେ ପ୍ରତି ବର୍ଷ ସେପ୍ଟେମ୍ବର ୩୦ ତାରିଖ କୁ ବିଶ୍ବ Heart Day ପାଳନ କରାଯାଇଥାଏ ଆଜି ଉତ୍କଳ ହସ୍ପିଟାଲ ରେ ବିଶ୍ବ ହୃଦୟ ଦିବସ ପାଳିତ ହୋଇଯାଇଛି ଏ ବର୍ଷ ର ଥିମ ରହିଛି use Heart ହୃଦୟର ଯତ୍ନ ନିଅନ୍ତୁ ସୁସ୍ଥ ଜୀବନ ଜିଅନ୍ତୁ ପ୍ରତି ବର୍ଷ ହୃଦ ଘାତରେ ହାରାହାରି ୧କୋଟି ୮୬ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଏଥି ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ପରାମର୍ଶ ଦେବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ସହିତ ଗଣ ଦୌଡର ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥିଭାବେ ଉତ୍କଳ ହସ୍ପିଟାଲ ର MD Pragyan Ranjan Ghadai ,Airtel ର ଓଡିଶା ହେଡ ତଥା CEO ଆଶିଷ ଖୁରାନା, ସମାଜସେବୀ ସ୍ବପ୍ନା ପତି, ଆନ୍ତର୍ଜାତୀୟ ଆଥଲେଟ ଅନୁରାଧା ବିଶ୍ଵାଳ, ଯୋଗ ଦେଇଥିଲେ ସମସ୍ତେ Heart ଉପରେ ନିଜ ନିଜର ମତ ରଖିଥିଲେ ଏଥିସହିତ ଖେଳ ପାଇଁ ଖେଳାଳି ମାନଙ୍କ ର ହୃଦୟ ପାଇଁ କେତେ ଯତ୍ନ ନେବା ଜରୁରୀ ସେ ବିଷୟରେ ଅନୁରାଧା ବିଶ୍ଵାଳ ସୂଚନା ଦେଇଥିଲେ ଏଥି ସହିତ ଉତ୍କଳ ହସ୍ପିଟାଲ ର ହୃଦରୋଗ ବିଭାଗ ର ଡାକ୍ତର ମାନଭଞ୍ଜନ ଜେନା, ଡାକ୍ତର ସୁଶାନ୍ତ ପ୍ରଧାନ ଏବଂ CTVS ଡାକ୍ତର ଚନ୍ଦ୍ରଭାନୁ ପରିଜା Heart Day ଉପରେ ଆଲୋଚନା ଓ ସଚେତନତା ବାର୍ତା ଦେଇ ସୁସ୍ଥ ହୃତପିଣ୍ଡ ପାଇଁ ଯତ୍ନ ନେବାକୁ ଅନୁରୋଧ କରିଥିଲେ ଆସନ୍ତୁ ଅଧିକ ଜାଣିବା ପାଇଁ ଆମ ପ୍ରତିନିଧି ପ୍ରମୋଦ ପରିଡ଼ା ସେଠାରେ ଉପସ୍ଥିତ ଅଛନ୍ତି କଣ ରହିଛି ଜନସାଧାରଣ ଙ୍କ ପାଇଁ ଡାକ୍ତର ମାନଭଞ୍ଜନ ଜେନାଙ୍କ ବାର୍ତା
ଭୁବନେଶ୍ବର ରୁ ପ୍ରମୋଦ କୁମାର ପରିଡ଼ା ଙ୍କ ସହ ଗଙ୍ଗାଧର ରଥ ଙ୍କ ରିପୋର୍ଟ ସଂଘର୍ଷ ଟିଭି