ଗଞ୍ଜାମ(sangharsatv) ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ସୃଖଳା ପରିସ୍ଥିତି। 24 ଘଣ୍ଟାରେ ଗଡିଲା ଦୁଇ ଦୁଇ ଟି ମୁଣ୍ଡ! ପୋଲିସ ର ଢିଲା ପଣିଆ ର ସୁଜଗ ନେଇ ଅପରାଧୀ ମାନେ ପୁଣି ଥରେ ସକ୍ରିୟ ହେବା ସହ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।କୋଦଳା ଥାନା ଗଡିଲା ଦୁଇ ଦୁଇ ଟି ମୁଣ୍ଡ ଅନ୍ତର୍ଗତ ଦାନପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନୀଲ ନାହାକ ନାମକ ଜଣେ ଜୁବକ କୁ ହତ୍ୟା କରାଯାଇଛି । ସେପଟେ ଧରାକୋଟ ଥାନା ବାରୀଗୁଡା ଗାଁ ର ଶେଷ ମୁଣ୍ଡରେ ଅନିଲ ମହାନ୍ତି ଓରଫ କୋକୋଙ୍କୁ ହତ୍ୟା କରିଛନ୍ତି ଦୃବୁତ ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗତ କିଛି ମାସ ଧରି ଜିଲ୍ଲାରେ ସିରିଜ୍ ହତ୍ଯାକାଣ୍ଡ ଘଟି ଚାଲିଥିବା ବେଳେ ଜିଲ୍ଲା ପୋଲିସ ର ଦକ୍ଷତା ଉପରକୁ ଅଙ୍ଗୁଳି ଉଠିଛି