ଓଡ଼ିଶାର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ପରଲୋକ ରେ ଆସିକା ସୁଗାର ଇଣ୍ଡଷ୍ଟ୍ରି ର ସଭାପତି ଙ୍କ ଗଭୀର ଦୁଃଖ ପ୍ରକାଶ
ଓଡ଼ିଶାର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଦେହାନ୍ତ ହୋଇଥିବାରୁ ବିଜୁ ଜନତା ଦଳ ଓ ଓଡ଼ିଶା ରାଜ୍ୟ ର ଏବଂ ବିଶେଷ କରି ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ସେ ଜଣେ କର୍ମବୀର ଉଦାରବାଦି କର୍ତ୍ତବ୍ୟନିଷ୍ଟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ ଏବଂ ଆସିକା ସମବାୟ ଚିନିଶିଳ୍ପ ଲିମିଟେଡ ର ଉନ୍ନତି ପାଇଁ ତାଙ୍କର ମନ୍ତ୍ରିତ୍ଵ କାଳରେ ବହୁ ବିଧ ପଦକ୍ଷେପ ନେଇଥିଲେ । ଏହିପରି ଦୁଃଖଦ ମୁହୂର୍ତ୍ତରେ ଈଶ୍ୱର ତାଙ୍କ ପରିବାରକୁ ଶକ୍ତି ଏଵଂ ଧୋର୍ଯ୍ୟ ଦିଅନ୍ତୁ । ତାଙ୍କର ଅମର ଆତ୍ମାର ସଦଗତି ହେଉ । ଏହା ହିଁ ଆସିକା ସମବାୟ ଚିନିଶିଳ୍ପ ଲିମିଟେଡ ର ସଭାପତି ଭାବେ ପରିଚାଳନା ପରିଷଦ ତରଫରୁ ମୁଁ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରୁଅଛି ।