ଗଙ୍ଗାଧର ମିଶ୍ରଙ୍କ ପରଲୋକ ରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତଙ୍କ ସ୍ମୃତି ଚାରଣ ସଭା
ଖଲ୍ଲିକୋଟ ବ୍ଲକ ବିରକୃଷ୍ଣ ଶରଣ ପୁର ଶାସନ ର ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ତଥା ପ୍ରରୋପ କାରୀ, ଶ୍ରୀକୃଷ୍ଣ ଦୀକ୍ଷା ରେ ଦୀକ୍ଷିତ ଗଙ୍ଗାଧର ମିଶ୍ରଙ୍କ ଆକସ୍ମିକ ବିୟୋଗ ରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦ୍ୱାଦଶାହ ଦିବସ ରେ ସ୍ମୃତି ଚାରଣ ସଭା ନିଜ ବାସ ଭବନ ବିରକୃଷ୍ଣ ପୁର ଶାସନ ( ବାଟଙ୍ଗା ) ରେ ଅନୁଷ୍ଠିତ ହୋଇ ଯାଉଛି | ପୁତ୍ର ଆଶିଷ କୁମାର ମିଶ୍ର, ପୁତ୍ରବଧୂ ସଞ୍ଜିତା ମିଶ୍ର, ବଡ଼ ଝିଅ ମନ୍ଦାକିନୀ କର ବଡ଼ଜ୍ୱାଇଁ ସୁରେନ୍ଦ୍ର କୁମାର କର, 2ୟ ଝିଅ ସୌଦାମିନୀ ଦାଶ, ଜ୍ୱାଇଁ ପ୍ରସନ୍ନ କୁମାର ଦାଶ, 3ୟ ଝିଅ ବିନୋଦିନୀ ଦାଶ ଓ ଜ୍ୱାଇଁ ମୋହନ କୁମାର ଦାଶ, ପୁତୁରା ଦେବାଶିଷ ମିଶ୍ର, ଓଶିବାଶିଷ ମିଶ୍ର, 5ଜଣ ଝିଆରୀ ଓ ଜ୍ୱାଇଁ ଗୀତାରାଣୀ ଦାଶ , ଦୟାନିଧି ଦାଶ, ଉଷାରାଣୀ ଦାଶ, ଦିଲ୍ଲୀପ ଦାଶ, ସନ୍ଧ୍ୟାରାଣୀ ଦାଶ, କୁନୀ,ଲିଲି ରଥ, ସୂର୍ଯ୍ୟ ରଥ, ଭଣଜା ଯଦୁ ନାଥ ମିଶ୍ର, , ବିପ୍ର, କୁନୀ,ବାବୁ, ଓ ଭାଣଜି ବବି, ଛବି, ନାତି, ନାତୁଣୀ,ଆୟୁଷ, ଶୁଭର୍ଜିତ, ଶୁଭଙ୍କରୀ,ଶୁଭଙ୍କର, ତପୁ, ତପି ଙ୍କ ସହ ସମନ୍ଧୀ ଆଣି ଶାନ୍ତି ଲତା,ଓ ସନ୍ଦୀପ ଙ୍କ ସହିତ ବହୁ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ, ବିନୟ, ମୁନା ଟୁନା, ବୁଲୁ ପିଣ୍ଟୁ, ପୁଅଙ୍କ ସାଙ୍ଗ ସାଥୀ ଉପସ୍ଥିତ ରହିଥିଲେ | ତାଙ୍କ ମୃତ୍ୟୁରେ ଖଲ୍ଲିକୋଟ ରେ ଶୋକର ଛାୟା ଖେଳାଇ ଯାଇଛି | ବହୁ ବରିଷ୍ଟ ନାଗରିକ, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ତାଙ୍କର ମୃତ୍ୟୁରେ ମ୍ରିୟମାଣ ହୋଇ ଛନ୍ତି |