ଆସିକା 11/09/23(ମନୋଜ କୁମାର ସାହୁ)ଗଞ୍ଜାମ ଜିଲ୍ଲାପାଳ ଏବଂ ଗଞ୍ଜାମ ଅରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆସିକା ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ଜବତ କରିବା ସହ 04 ଜଣ ମହିଳା ଗିରଫ କରିଥିବା ଆସିକା ଅବକାରୀ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ପ୍ରକାଶ କରିଛନ୍ତି l ଆଜି ଅବକାରୀ ବିଭାଗ ର ଏକ ଟିମ ଆସିକା ଗଣ୍ଡପଲ୍ଲୀ, ଠେଙ୍ଗାପଲ୍ଲୀ, ଜଗନ୍ନାଥ ପଲ୍ଲୀ ଏରଗୋଲା ବସ୍ତି ଅଂଚଳ ରୁ 6000 ଲିଟର ପୋଚ ନଷ୍ଟ କରିବା ସହ 320 ଲିଟର ଦେଶୀ ମଦ ଜବତ କରିଛନ୍ତି l
ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀମଦ ଜବତ
By: SANGHARSA TV
0


