ନିଖୋଜ ବଡ଼ମ୍ବା କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ ଠାବ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତାଙ୍କୁ ଠାବ କରିଛି ପୁଲିସ୍। ଆନ୍ଧ୍ରପ୍ରଦେଶରୁ ଗିରିଶୋଲା ଆଡ଼କୁ ବାଇକରେ ଯାଉଥିବା ବେଳେ ପୁଲିସ ତାଙ୍କୁ ଧରିଛି। ଗୋଳନ୍ଥରା ଥାନାରେ ତାଙ୍କୁ ଏବେ ପଚରାଉଚରା କରାଯାଉଛି। ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ଗଞ୍ଜାମ ଯାଉଥିବା ଜଣାପଡ଼ିଛି। ଏପରିକି ବଡ଼ମ୍ୱା ପୁଲିସ୍କୁ ମଧ୍ୟ ସୂଚନା ଦିଆଯାଇଥିବା ଜଣାପଡ଼ିଛି।
କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ ଠାବ
By: SANGHARSA TV
0


