ଆସିକା : ଏସିଆ ସୂତାକଳ ଭଳି ଏହାର ମଧ୍ୟ ଅବସ୍ଥା ମହାଦେଶରେ ଦିନ ଥିଲା ଆସିକା କିନିକଳ ନାମ ସୁନାମ ହୋଇଥିଲା ।
ଆସିକା ୧୯୬୩ ।୬୪ ମସିହା ଠାରୁମୁଗାର ଇଣ୍ଡଷ୍ଟ୍ରି ନାମରେ ରାଜ୍ୟ ରେ ବିଖ୍ୟାତ ଲାଭ କରିଥିଲା । ଗତ କିଛି ହେବ ବୋଲି ଜଣାପଡ଼ୁଛି । ସରକାର କା ମାଇ ଦରିୟା ମେ ତାଇ ନ୍ୟାୟ ରେ ଚାଲିଛି ବୋଲି ଶୁଣିବାକୁ ମିଳୁଛି ।ଗତ ଅଗଷ୍ଟ ମାସ ରେ ସମବାୟ ଚିନି କାରଖାନାର ଓଜନ ମାପ ମେସିନଆସିକା ସମବାୟ ଚିନିଶିଳ୍ପ ଲି ଆସିକା, ନୂଆଗାଁ, ଗଜାମ)
THE ASKA CO-OPERATIVE SUGAR NOUSTRIES LTD.ASKA NEAGAM G
ବର୍ଷ ହେଲା ଆନ୍ତରିକତା ଅଭାବ କାରଣରୁ ଏହି କାରଖାନା ବହୁ ସୁବିଧାର ସମ୍ମୁଖୀନ ହୋଇ ଆସୁଛି ।ଆପି ଏହାକୁ ବଞ୍ଚାଇ ରଖିବା ପାଇଁ ବାଟ ଗଣତି କେତେ ସମବାୟବିତଙ୍କ ଉଦ୍ୟମ, ଆପ୍ରାଣ ଚେଷ୍ଟା, ଯୋଗୁଁ ଏହା ସମ୍ଭବ ହୋଇପାରିଛି । କିନ୍ତୁ କିଛି ଷ୍ଟିମେୟ ମାନଙ୍କ ଏକଛତ୍ର ଯୋଗୁଁ
NIZINZବାହାର ରୁ ଆସୁଥିବା ମାଲବାହୀ
ଟ୍ରକକୁ ବାହାରେ ଓଜନ କରି ଗେଟ ପାସ କରୁଛନ୍ତି । କାରଖାନାର ଏଭଳି
ଦୃଶ୍ୟ ଦେଖି କିଛି ନିର୍ଦେଶକ ଚିନି ।କାରଖାନାରେ ପହଂଚି ଗେଟ ବାହାରକୁ
ଯାଉଥିବା ବର୍ଜ୍ୟବସ୍ତୁ ଭରି ଟ୍ରକଟି
ଖରାପ ହୋଇଛି ବୋଲି ଦାୟିତ୍ବରେ
ଥିବା ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ
ଜଣାଇଛନ୍ତି । କିନ୍ତୁ ନୂତନ ଓଜନ ମାପ
ଯନ୍ତ୍ର କିମ୍ବା ଖରାପ ମେସିନ ମରାମତି
ନହେବା ସତ୍ତ୍ବେ ଗତ କିଛି ଦିନ ହେଲା
କାରଖାନାର ବର୍ଜ୍ୟବସ୍ତୁକୁ ଟୁକ ଯୋଗେ
ସେହି ଖରାପ ମେସିନରେ ଓଜନ କରି
ଠିକାଦାରକୁ ଦିଆଯାଉଛି । କିନ୍ତୁ ଖରାପ ଓଜନ ମେସିନରେ କିଭଳି ଓଳନ ହେଲା ମନରେ ପ୍ରଶ୍ନ ଆସିଥିଲା । ବର୍ଜ୍ୟବସ୍ତୁ ବୋଝର ଟ୍ରକର ଓଜନକୁ କାରଖାନା କିଭଳି ସଠିକ ଭାବେ ଗ୍ରହଣ କରିବ, ସେନେଇ ଓଜନଉପରେ ସନ୍ଦେହ ହେବାରୁ ନିକଟସ୍ତ ଓଜନ ମେସିନରେ ଓଜନ
କରାଇଥିଲେ । କାରଖାନାରେ ଓଜନ
ହୋଇଥିବା OR/ 11GB 4816
ନାମକ ଟ୍ରକର ଓକନ ବାହାର ଓଜନ ଠାରୁ ପାଖାପାଖି ଦେକରୁ ଦୁଇସହ କୁଇଣ୍ଟାଲ ଓଜନ କମ ବିଲ କରି ଟ୍ରକକୁ ଛାଡ଼ୁଥିଲେ । ଏ ସମ୍ପର୍କରେ କିଛି ନିର୍ଦେଶକ ପରିଚାଳନା ସଭାପତି,ସମ୍ପାଦକ ଏବଂ ଡାକ ଯୋଗେ
ଜିଲ୍ଲାପ୍ରଶାସନକୁ ଜଣାଇଛନ୍ତି ବୋଲି
ନିର୍ଦେଶକ ଶ୍ରୀ ବରାଡ କହିଛନ୍ତି । ଏସବୁ
ବିଷୟରେ କାରଖାନାର ସମ୍ପାଦକ କୁ
ପଚାରିବାରୁ ସେ ଅନ୍ୟ କାମରେ ବ୍ୟସ୍ତ
ଏବଂ ସମୟ ନଥିବା କଥା କହିଥିଲେ ।
ପରିଚାଳନା ପରିଷଦର ସଭାପତିଙ୍କୁ
ପଚାରିବାରୁ ସେ କହିଛନ୍ତି ଏହାର ଏକ
ତଦନ୍ତ ହେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ରଖିଛନ୍ତି । ଚଳତ ରେ ଯଦି ପାତର ଅନ୍ତର ହୁଏ ତେବେ ନିର୍ଦ୍ଦେଶକ ମାନେ ମିଲ ଆଗରେ ଧାରଣା ଦେବେ ବୋଲି କହିଛନ୍ତି । ଚିନି କାରଖାନା କିମ୍ବା ଆଖୁ ଚାଷ ଏବଂ ଚାଷୀ ପ୍ରତି ଗୁରୁତ୍ବ ନଦେଇ ଅଫିସରେ ଥିବା ବହୁ କର୍ମଚାରୀ ଏଭଳିଘୋଟାଲାରେ ସାମିଲ ହୋଇ ନିଜର
ପକେଟ, ନିଜର ପିଲାଛୁଆଙ୍କ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖୁଛନ୍ତି କିନ୍ତୁଚିନିକାରଖାନାର ବିକାଶ, ଆଖୁ ପେଢା ଚିରସ୍କାୟୀ ହେବା, ଜିଲ୍ଲା କିମ୍ବା ଜିଲ୍ଲା ବାହାରେ ଆଖୁ ଚାଷର ବହୁଳ ବୃଦ୍ଧି କରିବା, ଅତ୍ୟାଧୁନିକ
କାରଖାନାରେ ପରିଣତ ହୋଇ ପୁଣି
ପୂର୍ବ ଗୌରବ ଫେରାଇ ଆଣିବା ପାଇଁ
ମିଶନରେ କାମ କରିବା ପାଇଁ ଆଗ୍ରହ
ରହିବା ଆବଶ୍ୟକ ରହିଛି ବୋଲି
ଆସିକାର ବରିଷ୍ଠ ସମବାୟ ବିତ ମାନେ
ମତ ରଖିଛନ୍ତି ।