ଆସିକା 05/10/23(sangharsatv)ଗଞ୍ଜାମ ଜିଲ୍ଲାପାଳ ଏବଂ ଗଞ୍ଜାମ ଅରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଦଶହରା ଉପଲକ୍ଷେ ଆଜି ଆସିକା ଅବକାରୀ ବିଭାଗ ପକ୍ଷରୁ ବେଆଇନ ଆସିକା ରେ ଆସ୍କା40 ମଦ ବିକ୍ରୀ ମନା ଥିବା ବେଳେ ଅବକାରୀ ବିଭାଗ ବଡ ସଫଳତା କରିଛନ୍ତି। ବେଆଇନ ମଦ ଜବତ କରିବା ସମୟରେ ଅବକାରୀ ବିଭାଗ ଆଖି ଆଗରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି। ଫିଲ୍ମ ଷ୍ଟାଇଲ ରେ ଗୋଡ଼ାଇ ଗୋଡାଇ ଗିରଫ କରିଥିବା ଆସିକା ଅବକାରୀ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ପ୍ରକାଶ କରିଛନ୍ତି l ଆଜି ଅବକାରୀ ବିଭାଗ ର ଏକ ଟିମ ଆସିକା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖି ଥିବା ବେଳେ କାଳଶଣ୍ଢ ପୁର ଛକନିକଟରେ ଏକ ଦୋକାନ ରୁ ଆସ୍କା 40 ଜବତ କରିଛି ପାଖାପାଖି ଗୋଟିଏ ବୋତଲରେ ୨୦୦ମିଲି ହୋଇଥିବା ବେଳେ ଆସିକା 40 କ୍ୱାଣ୍ଟିଟି 12.400 ମିଲି ହୋଇ ଥିବା ପ୍ରକାଶ କରିଛନ୍ତି ଓ ଏଥିସହ ଦେସି ମଦ ୧୦ଲ ଲିଟର ଜବତ କରି ବ୍ୟକ୍ତି ଜଣକୁ କୋର୍ଟ ଚାଲାଣ କରାଯାଇଛି।ଅବକାରୀ ବିଭାଗ ର କେସ୍ ନମ୍ବର ,,,,,, ରେ ଦୁଇଟି ମାମଲା ରୁଜୁ କରି କାଳଶଣ୍ଡ ପୁର ରୁ
ଗିରଫ କରାଯାଇଛି l ଆସିକା କୋର୍ଟ ରେ ହାଜର କରାଯାଇଛି l ଗତ 15ତାରିଖ ରେ ଅବକାରୀ ବିଭାଗ ପକ୍ଷରୁ ଆସିକା ୪୦ ମଦ ସହ ଦେସି ଚୋରା ମଦ ବେଆଇନ ମଦ ବିକ୍ରି କରୁଥିବାରୁ ବ୍ୟକ୍ତି ଜଣ କାଳଷଣ୍ଢ ପୁରର ନିଳାଞ୍ଝଳ ସ୍ୱାଇଁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ତଥାପି ଏହି ଅଂଚଳ ରେ ବେଆଇନ ମଦ ବିକ୍ରି ବନ୍ଦ ହେବା ନା ଧରୁନାହିଁ l