//BREAKING//
Loading...

କ୍ୟାଡ଼ର ରୁଲର ଅସଙ୍ଗତିରୁ କେନ୍ଦୁଝର ବିଏଡ ସଙ୍ଗର ବିରୋଧ

 


ଯୋଡ଼ା ୦୯/୧୦(sangharsatv) କେନ୍ଦୁଝର ଜିଲ୍ଲାର ଅବସ୍ଥାପିତ ମୁଳ ନିଯୁକ୍ତି ବିଏଡ୍ ଶିକ୍ଷକଙ୍କ

ପଦୋନ୍ନତି ରେ ଘୋର ଅବହେଳା ଓ ପାତର ଅନ୍ତର ନୀତିକୁ ବିରୋଧ କରି ଜିଲ୍ଲାର ସମସ୍ତ ବିଏଡ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ

ଯୋଡ଼ା ବ୍ଲକ ଅଫିସ ରେ ଅନୁଷ୍ଠିତ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାର ମୁଖ୍ୟ

କଲେକ୍ଟର ଓ ଶିକ୍ଷା ବିଭାଗର ମୁଖ୍ୟ ଙ୍କୁ

ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କ୍ଷୋଭର ବିଷୟ ଶିକ୍ଷା ଅଧିକାରୀ ନିଜେ

କ୍ୟାଡର ରୁଲ୍ ୧୯୯୭ ଏବଂ ସଂସଧିତ

ବ୍ୟାଡର ରୁଲ୍ ୨୦୧୯ ଏବଂଡାଇରେକ୍ଟୋର ମହଦୟଙ୍କର ୧୪/୦୯/୨୩ କୁୟାଲି ଫେକ୍ ସନ୍ ଚିଠିକୁସଠିକ ଡଙ୍କରେ ଅନୁପାଳନ ନକରି କାର୍ଯ୍ୟ କାରି ଖେତ୍ରରେ ଟାଳ ଟୁଳ ନିତି ଅବଲମ୍ବନ କୁ ବିଏଡ୍ ସଂଘ ଘୋର ବିରୋଧ କରୁଛନ୍ତି।ଜିଲ୍ଲା ସିଖ୍ୟା ଅଧିକାରୀ ଙ୍କ କାର୍ଯ୍ୟାଳୟରେଅବସ୍ଥାପିତ ନଥାଇ କିଛି ଅନଭିଜ୍ଞ ଶିକ୍ଷକହାତରେ ପଦଉନ୍ନତିର ଭାରକୁ ଟେକିଦିଆ 

ଜାଏ ପଦନ୍ନତିର ବ୍ୟବସ୍ଥା କୁ ଦିଗ ହରା

କରିବାର ମସୁଧା ଚାଲିଛି ବୋଲି ସଂଘ

ଅଭିଯୋଗ କରିଛନ୍ତି। ଗଣ ଶିକ୍ଷା ବିଭାଗର

୧୪/୦୯/୨୩ ରିଖ ଚିଠି ନମ୍ବର ୨୦୭୫୬ 

ବିଶେଷ ଦ୍ରଂଷ୍ଟବରେ ଉଲ୍ଲେଖ ଅଛିଜେ ଜଣେ ଶିକ୍ଷକ ବ୍ୟାଟାଗରି ୧ ନିଜୁକ୍ତି ହୋଇ

ଏବଂ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଲାଭ କରି ବିନା ଓଟି ଇଟି ରେ ୮/୩/୨୩ ରିଖ

ଆମେଣ୍ଡମେଟ୍ ରୋଲ୍ ଆସିବା ପରେ ଲେବୁଲ (iv) ଅବସ୍ଥାପିତ ହୋଇଥାନ୍ତି।

ତାହେଲେ ସେହି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ରିଉଲ ସେବୁଲ ଅପସନ ଦେବେ 

ମାତ୍ର ଆମ ଜିଲ୍ଲାରେ ତାର ସପୂର୍ଣ୍ଣ ବ୍ୟତିକ୍ରମ ପରିଲକ୍ଷିତ ହେଉଛନ୍ତି। ଏହି ଅଭିଯୋଗ ପ୍ରଦାନ ସମୟରେ ଜିଲ୍ଲା ବିଏଡ୍

ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଦିପ କୁମାର ସାହୁ ମିଡିଆ କୁ ଅଡିନେଟର ମୁରଲି ଧର

ବେହେରା ସମେତ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ

ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe