//BREAKING//
Loading...

ଆସିକା SDH ଠାରେ ଯୌନ ନିର୍ଯାତନା ଯୌନ ଶୋଷଣ ବିରୁଦ୍ଧରେ ନିୟମ କୁ ନେଇ ଆଲୋଚନା ଚକ୍ର ଅନୁଷ୍ଟିତ

 


ଦିନକୁ ଦିନ ମହିଳା ମାନଙ୍କ ପ୍ରତି ବଢ଼ି ଚାଲିଛି ଯୌନ ନିର୍ଯାତନା  l ଅସହାୟ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନାକୁ ରୋକିବା ପାଇଁ ଆଜି ଆସିକା ଏନ୍. ଆର୍. ସି , ଏସ୍. ଡି. ଏଚ୍ ପକ୍ଷରୁ ପୁନଃ କମିଟି ଗଠନ ପାଇଁ ବୈଠକ କରାଯାଥିଲା ଏହି  ଉକ୍ତ ବୈଠକ ଟିକୁ ପ୍ରୀୟଙ୍କା ମହାନ୍ତି ପରିଚାଳନା କରିଥିଲେ ଏହି କ୍ରାଜ୍ୟ କ୍ରମରେ ଆସିକା ଡାକ୍ତର ଖାନାର ଡାକ୍ତର ସୋମିୟା ଶ୍ରୀ ଅଧଖ୍ୟତାରେ ନରସିଂଷ୍ଟାପ ଓନରର୍ସ ସମସ୍ତ କ୍ରମଚାରି ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା  l 2013; 2022 ସଂଶୋଧତ ଆଇନ ଅନୁଯାୟୀ ଯେ କୌଣସି କର୍ମକ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଯୌନ ଶୋଷଣ ବିରୁଦ୍ଧରେ ନିୟମ ଅନୁସାରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମହିଳା ମାନଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ଡକ୍ଟର ଶ୍ରୀମତି ସୋମ୍ୟାଶ୍ରି ସାହୁ, ପ୍ରିୟଙ୍କା ମହାନ୍ତି, ଜେଏଚ୍ ନର୍ସିଂ ଅଧିକାରୀ ଏସ୍ ମିତାଲି ମହାନ୍ତି, ହେଲ୍ପ ଡେସ୍କ ମ୍ୟାନେଜର୍-ଶ୍ରୀମତୀ ସୁଚିନ୍ତିତା ସତ୍ୟପାଠୀ, HWF  D. ସରସ୍ୱତୀ ରାଓ ପ୍ରମୁଖ ଯୋଗ ଦେଇଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe