//BREAKING//
Loading...

ଭଗବତୀ ହେଲଥ କେୟାର ତରଫରୁ ପୁରୁଷୋତ୍ତମପୁର ସହର ରେ ମାଗଣାରେ ସୁଗାର ଓ ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ

ଭଗବତୀ ହେଲଥ କେୟାର ତରଫରୁ ପୁରୁଷୋତ୍ତମପୁର ସହର ରେମାଗଣାରେ ସୁଗାର ଓଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ
                        
ପୁରୁଷୋତ୍ତମପୁର ସହର ରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବାନିମନ୍ତେ ଜଣେ ଯୁବକ ଙ୍କ ସହଯୋଗ ରେ ଭଗବତୀ ହେଲଥକେଏର ନାମରେ ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଏକ ଘରୋଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରା ଯାଈ ଥିଲା | ଲୋକମାନଙ୍କ ବିଭିର୍ଣ୍ଣ ପରୀକ୍ଷା, ନିରୀକ୍ଷା ଠାରୁ ସବୁ ରୋଗର ଉପସମ ନିମନ୍ତେ ସବୁ ବିଭାଗର ବରିଷ୍ଟ, ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଦୀର୍ଘ ଏକମାସ ପରେ ଲୋକଙ୍କ ସେବା ପାଇଁ ବ୍ରହ୍ମପୁର ର ସ୍ପାଇନାଲ ସର୍ଜନ ଡକ୍ଟର ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଓ ଡକ୍ଟର ସୁଶୀଲ କୁମାର ପତିଙ୍କ ଦ୍ୱାରା 100ଜଣରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସୁଗାର, କାଲସିଏମ, ଇସିଜି, ଥାଇରଡ଼ ସହିତ ଅନ୍ୟାନ୍ୟ ଚିକିଛା ମାଗଣାରେ କରାଯାଇଥିଲା | ଯାହା ଦ୍ୱାରା କି ଲୋକମାନେ କିଛି ପରିମାଣ ରେ ନିଜର ଚିକିଛା କରି ଉପକୃତ ହେବେ ବୋଲି ଅନୁଷ୍ଠାନ ର ମୁଖ୍ୟ ଇନ୍ଦ୍ରଜିତ ନାୟକ ଓ ତାଙ୍କ ଭାଇ ଶୁଭ୍ର ଜିତ ନାୟକ ମତ ଦେଇଛନ୍ତି | ଏହି ସବୁ ସେବା ସବୁ ସମୟରେ ନୁହଁ ବେଳେ ବେଳେ ଲୋକଙ୍କ ଆର୍ଥିକ ସ୍ଥିତି କୁ ଦେଖି କରାଯିବ ବୋଲି ଇନ୍ଦ୍ରଜିତ ମତ ଦେଇଛନ୍ତି | ଆଜିର ଏହି କାର୍ଯ୍ୟକ୍ରମ ରେ ଲୋକମାନେ ମାଗଣା ରେ ଚିକିଛିତ ହୋଇ ଅନୁଷ୍ଠାନ ର ମୁଖ୍ୟ ଙ୍କୁ ବହୁତ କଲ୍ୟାଣ କରିଛନ୍ତି |

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe