ଭୁବନେଶ୍ବର ଝାରପଡ଼ା ଜେଲରେ ଜଣେ ବିଚାରାଧୀନ ବନ୍ଦୀ ମୃତ
ଜେଲ୍ ପରିସର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ଅସୁସ୍ଥତା ପାଇଁ ଗତ କିଛି ଦିନ ତଳେ ଭର୍ତ୍ତି ହୋଇଥିଲେ
ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର
ବଧୂ ହତ୍ୟା ମାମଲାରେ ଝାରପଡ଼ା ଜେଲକୁ ଆସିଥିଲେ
ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ