//BREAKING//
Loading...

ଆସିକା ସରକାରୀ ଚିକିତ୍ସାଳୟ ର ନିର୍ମାଣଧୀନ ଗେଟ ରେ କଂକ୍ରିଟ ଢଳେଇ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର

ଆସିକା ସରକାରୀ ଚିକିତ୍ସାଳୟ ର ନିର୍ମାଣାଧୀନ ଗେଟ ରେ କଂକ୍ରିଟ ଢଳେଇ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର।

 ଆସିକା ତୋଟା ସାହିର ନିଳାଦାସ ବୋଲି ଜଣାପଡିଛି। ଆସିକା ରେ ଫାଇବ ଟି ମଧ୍ଯମରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡର ରେ ଚାଲିଛି। ଫାଇବ ଟି ମାଧ୍ୟମରେ ଚାଲିଥିବା ବିଭିନ୍ନ କାମ ନିମ୍ନ ମାନର ବୋଲି ପୂର୍ବରୁ ବିଭିନ୍ନ ଖବର କାଗଜ ରେ ପ୍ରକାଶ ପାଇଥିଲା। ଫାଇବ ଟି ନାମରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ନିମ୍ନ ମାନର କାର୍ଯ୍ୟ କୁ
ତଦାରଖ କରିବାକୁ କ୍ଵାଲିଟି କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚିକିତ୍ସାଳୟବ କୁ ଏକଟିମ ଆସି ତଦାରଖ କରି ଯାଇଥିଲା।
ଆସିକା ରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ହେବାର କାରଣ ମାତ୍ରାଧୂକ ପିସି କାରବାର ବୋଲି ସବୁବେଳେ ଚର୍ଚ୍ଚା ହୋଇ ଆସୁଛି । ଏଠାକାର ନିର୍ବାଚିତ ପ୍ରତିନିଧି ଙ୍କ ନେତୃତ୍ୱ
ଓ ଠିକାଦାର ପ୍ରୀତିଯୋଗୁଁ ଦୁର୍ନୀତି ଚରମସୀମା ପହଞ୍ଚିଛି ବୋଲି ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ
ରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନୁ କରିଲେ ଅଫିସ ଆସିକା ରେ ଅଫିସର
ବ୍ରହ୍ମପୁର ରେ ଘଟଣା ର ରହସ୍ୟ ଉନ୍ମୋଚନ ହେବ ବୋଲି ଚର୍ଚ୍ଚା
ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe