//BREAKING//
Loading...

ଆସିକା କୋର୍ଟ ପରିସରରେ ଆଇନ ସଚେତନତା

ଆସିକା କୋର୍ଟ ପରିସରରେ ଆଇନ ସଚେତନତା

ଆସିକା(ନିପ୍ର): ଆସିକା ତାଲୁକା ଆଇନ ସେବା
ପ୍ରାଧୁକରଣ କମିଟି ପକ୍ଷରୁ ଆଇନ ସଚେତନତା ଶିବିର
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଓକିଲ ସଂଘ
କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ତାଲୁକା
ଆଇନ ସେବା ପ୍ରାଧ୍ଵକରଣ କମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା
ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା
କରିଥିଲେ । ବୈଠକରେ ମୁନସିଫ ମାଜିଷ୍ଟ୍ରେଟ ଝିଲ୍ଲୀଲିନା
ନାୟକ, ପ୍ରଥମ ଶ୍ରେଣୀ ବିଚାରପତି ମୋନାଲି ବେହେରା,
ପ୍ରଥମ ଶ୍ରେଣୀ ବିଚାରପତି ଶ୍ଵେତା ଦାଶ ପ୍ରମୁଖ ଯୋଗ
ଦେଇଥିଲେ । କାର୍ଯ୍ୟକ୍ରମରେ ନାଗରିକର କର୍ତ୍ତବ୍ୟ ଓ ଅଧିକାର
ସମ୍ବନ୍ଧୀୟ ବହୁ ଆଇନ ଓ ନିୟମ ଉପରେ ବକ୍ତା ଆଲୋକପାତ
କରିଥିଲେ । ଆସିକା ଓକିଲ ସଂଘ ସମ୍ପାଦକ ନାରାୟଣ ମୁନୀ
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ବିଧାନରେ
ଥୁବା ମୌଳିକ ଅଧିକାର ଉପରେ ନିଜର ବକ୍ତବ୍ୟ ପ୍ରଦାନ
କରିଥିଲେ । ସମ୍ବିଧାନରେ ପ୍ରଦାନ କରାଯାଇଥିବା ମୌଳିକ
aael---
TALDE LEGAL SERVICES COMMITTE AG
ଅଧିକାର ଉପରେ ଏକ ଆଇନ ସଚେତନତା ନେଇ କୋର୍ଟ
ପରିସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।
କାର୍ଯ୍ୟକ୍ରମରେ ଆଇନଜୀବୀ ଛବିଳରାମ ମିଶ୍ର, ସୁଧାଶୁ
ପାଣିଗ୍ରାହି, ବିଦେଶୀ ନାହକ, ଶରତେନ୍ଦ୍ର ପଣ୍ଡା, ପୂର୍ବତନ ଯୁଗ୍ମ
ସମ୍ପାଦକ ଅଜିତ କୁମାର ନାୟକ, ଭି.ଖୋକନ ରାଓ,ପ୍ରିୟାଶୁ
ପରିଡା, ଅଜିତ କୁମାର ମୁନୀ ସମେତ ବହୁ ବରିଷ୍ଠ
ଆଇନଜୀବୀ, ସଚେତନ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe