ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବର୍ଷିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସେ କହିଛନ୍ତି- ଏହି ହତ୍ୟାକାଣ୍ଡକୁ ୨ ମାସ ପୂରିଲା, କିନ୍ତୁ କାରଣ ସାମ୍ନାକୁ ଆସିଲାନି, ଏଥିରୁ ଓଡ଼ିଶା ପୁଲିସର ପାରିବା ପଣିଆ ଜଣାପଡ଼ିଯାଇଛି, ବଡ଼ଲୋକଙ୍କ ସମ୍ପୃକ୍ତି ଥିବାରୁ ସରକାର ତଦନ୍ତ କରୁ ନାହାନ୍ତି.
ବିଧାନସଭାରେ ବର୍ଷିଲେ ବିରୋଧୀ
By: SANGHARSA TV
0
Tags
www.sangharsatv.in