୨୭/୦୪/୨୩
ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆସୁଥିବା ପଛୁଆ ବର୍ଗଙ୍କ ସର୍ଭେ ହେବାପାଇଁ ଆଜି ୱାର୍ଡ ନମ୍ବର ୬/୭ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଆୱାର ନେସ ପ୍ରୋଗ୍ରୋମ ହୋଇଥିଲା। ଏଥିରେ ୱାର୍ଡ ର ୱାର୍ଡ ଅଫିସର, ସ୍ୱଚ୍ଛ ସାଥି,ସୁପର ଭାଇଜର, ଅଙ୍ଗନ ବାଡି ଦିଦି, କାଉନସିଲର ଏବଂ ୬/୭ ନମ୍ବର ୱାର୍ଡ ର ମାନ୍ୟ ଗଣ ବ୍ୟକ୍ତି ମାନେ ଉପସ୍ଥିତ ରହି ସାମାଜିକ ଓ ଶିକ୍ଷା ଗତ ସ୍ଥିତି ର ସର୍ଭେ କରିଥିଲେ।