ତ୍ରିନେତ୍ର ରିସର୍ଚ୍ଚ ଆଣ୍ଡ ଇନଭେସିଟିଗେସନ ଅନୁଷ୍ଠାନ ପକ୍ଷରୁ ସାମାଜ ସେବା ନିମନ୍ତେ ଡ ନାରାୟଣ ମହାପାତ୍ର ଙ୍କୁ "ଭାରତ ଗୌରବ ସମ୍ମାନ 2023") ପ୍ରଦାନ-- ତ୍ରିନେତ୍ର ରିସର୍ଚ୍ଚ ଆଣ୍ଡ ଇନଭେସିଟିଗେସନ. ପକ୍ଷରୁ ଡ ନାରାୟଣ ମହାପାତ୍ର ଙ୍କୁ ସାମାଜ ସେବା ନିମନ୍ତେ "ଭାରତ ଗୌରବ ସମ୍ମାନ" ପ୍ରଦାନ କରାଯାଇଛି, ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଭାବେ କାର୍ଯ୍ୟରତ ଡ଼ ନାରାୟଣ ମହାପାତ୍ର ସାମାଜ ସେବା ଓ ରକ୍ତ ଦାନ ଶିବିର ଆୟୋଜନ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି,ଅନୁଷ୍ଠାନ ପକ୍ଷରୁ ଅବହେଳିତ ବରିଷ୍ଠ ଗୁରୁଜନଙ୍କ ଓ ଅବହେଳିତ ଅନାଥ ଆଶ୍ରମ ର ଛୋଟ ପିଲା ମାନଙ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ, ସେମାନଙ୍କ ମୁହଁରେ ଟିକେ ଖୁସି ଦେଖିବା ପାଇଁ ତାଙ୍କ ପାଖରେ କିଛି ସମୟ ରହି ଜନ୍ମ ଦିନ, ବାର୍ଷିକୀ ପାଳନ ଓ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଇ ଏକା ସଙ୍ଗେ ସମସ୍ତେ ମିଶି କରି ଖାଦ୍ୟ ଭୋଜନ କରାଯାଏ, ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରି ବ୍ଲଡ ବ୍ୟାଙ୍କ ରେ ଯୋଗାଇ ଦିଆଯାଇଥାଏ,ଆମେ, ଅନୁଷ୍ଠାନ ର ପ୍ରତିଷ୍ଠାତା ମାନଙ୍କୁ ଆମକୁ ଏହି ସମ୍ମାନ ରେ ସମ୍ମାନିତ କରିବାକୁ ଉପଯୁକ୍ତ ଭାବି ପ୍ରଦାନ କରି ଥିବାରୁ ଆମେ ଅନ୍ତର ରୁ ସେମାନଂକୁ କୃତଜ୍ଞତା ଜ୍ଞାପନ କରୁଛୁ,ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ଭୁବନେଶ୍ବର, ଓଡ଼ଶା
ଭାରତ ଗୌରବ ସମ୍ମାନ 2023") ପ୍ରଦାନ-- ତ୍ରିନେତ୍ର ରିସର୍ଚ୍ଚ ଆଣ୍ଡ ଇନଭେସିଟିଗେସନ. ପକ୍ଷରୁ
By: SANGHARSA TV
0